କୋଭିଡ ଦାୟିତ୍ୱ ରେ ଥିବା ପୋଲିସ ଅଫିସର କଲେ କିଛି ଏଭଳି କାର୍ଯ୍ୟ । ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କୋଭିଡ ଦାୟିତ୍ୱ ରେ ଥିବା ପୋଲିସ ଅଫିସର ଏକ ନିନ୍ଦନୀୟ କାର୍ଯ୍ୟ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ପୋଲିସ ନିଜର କାର୍ଯ୍ୟ କୁ ନେଇ ଅପଦସ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଭାଇରାଲ ହୋଇଥିବା ଭିଡ଼ିଓ ଟି ଆମେରିକା ର କାଲିଫର୍ନିଆ ର ତେବେ । ଏହି ଭିଡ଼ିଓ ରୁ ଯାହା ଜଣା ପଡୁଛି ଯେ ଏକ କୋଭିଡ ଦାୟିତ୍ୱ ରେ ଥିବା ପୋଲିସ ଅଫିସର ଯିଏ ଜଣେ ଝିଅ କୁ କୋଭିଡ ଗାଇଡ଼ ଲାଇନ ନ ମାନି ଥିବାରୁ ତାଙ୍କୁ ଧରି ଥିଲେ । 

 

ତେବେ ସେ ଧରିବା ପରେ ଝିଅ ଟି ପାଇଁ ପୋଲିସ ଅଫିସର ଜଣକ ଫାଇନ କାଟିଥିଲେ । ତେବେ ସେ ଫାଇନ କାଟିବା ବେଳେ ସେହି ଝିଅ ଜଣକ ପୋଲିସ ଙ୍କ ନିକଟକୁ ଯାଇ ତାଙ୍କ ଗାଲ ରେ ଏକ ଚୁମା ଦେଇ ଦେଇଥିବା ବେଳେ । ପୋଲିସ ଏହାର ସୁଯୋଗ ନେଇ ସେହି ଝିଅ ର ଓଠ ରେ ମଧ୍ୟ ଏକ ଚୁମା ଦେଇ ଦେଇଥିଲେ । ଯାହାକୁ ସେହି ଘର ଉପରେ ଥିବା ଜଣେ ଯୁବକ ଶୁଟିଂ କରି ଭାଇରାଲ କରିଥିଲେ । ଯାହା ପାଇଁ ସେହି ପୋଲିସ ଅଫିସର ବର୍ତ୍ତମାନ ନିନ୍ଦନୀୟ ହୋଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *