ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଜାଣିବା ଫୁଣି ସ୍କୁଲ କଲେଜ ବନ୍ଦ ବିଷୟରେ ଆସନ୍ତୁ ଖବର ଟି ଭଲସେ ପଢିବା ।
କରୋନା ମହାମାରୀ ଫୁଣି ତାର କାୟା ବିସ୍ତାର କରିବାକୁ ଆଗେଇ ଚାଲିଛି ପରିସ୍ଥିତି ଟିକେ ସୁଧୁରୀ ଥିବା ବେଳେ ଫୁଣି କରୋନା ର ବ୍ରାଜିଲ ଷ୍ଟ୍ରେନ ଆସି ଲୋକଙ୍କୁ ଭୟଭୀତ ସହିତ ସ୍ୱଭାଭିକ ପରିସ୍ଥିତି ଲୋକମାନଙ୍କ ପାଖରୁ ଛଡେଇ ନେବାକୁ ବସିଛି । ବର୍ତ୍ତମାନ ଡାକ୍ତର ମାନଙ୍କ କହିବାନୁଯାୟୀ ଏହି ଷ୍ଟ୍ରେନ ବହୁତ ଭୟଙ୍କର ତେଣୁ ଏହାକୁ ଠିକ ସେ ମୁକାବିଲା କରି ନପାରିଲେ ସେ ବହୁତ ଖେତି କରେଇବ ।
ବର୍ତମାନ ମହାରାଷ୍ଟ୍ର ର ଅବସ୍ଥା ଘାଇଲା ହେବାର ଲାଗିଛି । ସେଠାକାର ବହୁତ ସ୍କୁଲ କଲେଜ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି । ଖୁବ ଶୀଘ୍ର ଅନ୍ୟ ରାଜ୍ୟ ରେ ସ୍କୁଲ କଲେଜ ବନ୍ଦ ହେବାର ସମ୍ଭାବନା ରହିଛି ।
ଯଦି ଆପଣମାନଙ୍କୁ ଏହି ଖବର ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ ଓ ସେୟାର କରିଦିଅନ୍ତୁ….