କୋରନା ର ଦ୍ୱିତୀୟ ଷ୍ଟ୍ରେନ କୁ ଲକ୍ଷ୍ୟ କରି ବନ୍ଦ ହେଲା ସ୍କୁଲ କଲେଜ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଜାଣିବା ଫୁଣି ସ୍କୁଲ କଲେଜ ବନ୍ଦ ବିଷୟରେ ଆସନ୍ତୁ ଖବର ଟି ଭଲସେ ପଢିବା ।

କରୋନା ମହାମାରୀ ଫୁଣି ତାର କାୟା ବିସ୍ତାର କରିବାକୁ ଆଗେଇ ଚାଲିଛି ପରିସ୍ଥିତି ଟିକେ ସୁଧୁରୀ ଥିବା ବେଳେ ଫୁଣି କରୋନା ର ବ୍ରାଜିଲ ଷ୍ଟ୍ରେନ ଆସି ଲୋକଙ୍କୁ ଭୟଭୀତ ସହିତ ସ୍ୱଭାଭିକ ପରିସ୍ଥିତି ଲୋକମାନଙ୍କ ପାଖରୁ ଛଡେଇ ନେବାକୁ ବସିଛି । ବର୍ତ୍ତମାନ ଡାକ୍ତର ମାନଙ୍କ କହିବାନୁଯାୟୀ ଏହି ଷ୍ଟ୍ରେନ ବହୁତ ଭୟଙ୍କର ତେଣୁ ଏହାକୁ ଠିକ ସେ ମୁକାବିଲା କରି ନପାରିଲେ ସେ ବହୁତ ଖେତି କରେଇବ ।

ବର୍ତମାନ ମହାରାଷ୍ଟ୍ର ର ଅବସ୍ଥା ଘାଇଲା ହେବାର ଲାଗିଛି । ସେଠାକାର ବହୁତ ସ୍କୁଲ କଲେଜ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି । ଖୁବ ଶୀଘ୍ର ଅନ୍ୟ ରାଜ୍ୟ ରେ ସ୍କୁଲ କଲେଜ ବନ୍ଦ ହେବାର ସମ୍ଭାବନା ରହିଛି ।

ଯଦି ଆପଣମାନଙ୍କୁ ଏହି ଖବର ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ ଓ ସେୟାର କରିଦିଅନ୍ତୁ….

Leave a Reply

Your email address will not be published. Required fields are marked *