କୋହଲି ଏବଂ ଗାଙ୍ଗୁଲି କୁ ହୋଇପାରେ ଜେଲ ଦଣ୍ଡ । କାରଣ ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ  କାହ୍ନିକି କ୍ରିକେଟ ଦଳ ର ଅଧିନାୟକ ବିରାଟ କୋହଲି ଏବଂ ସୌରଭ ଗାଙ୍ଗୁଲି ହୋଇପାରେ ଜେଲ ଦଣ୍ଡ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ବିରାଟ କୋହଲି ଜଣେ ଦକ୍ଷ କ୍ରିକେଟର ତାଙ୍କ ନାମ ସଦା ସର୍ବଦା ଉପରେ ଚର୍ଚ୍ଚା ରେ ରହୁଛି । ତେବେ କେଉଁ କାରଣରୁ ତାଙ୍କ ନାମ ଉଠିଲା ତାହା ଆପଣ ମାନେ ଜାଣିବାକୁ ଆଶ୍ଚଯ୍ୟ ହେଉଥିବେ । ତେବେ କଥା ଟା ଏକ ଅନଲାଇନ ଗେମିଙ୍ଗ ଆପ କୁ ନେଇ । ଯେଉଁଥିରେ ପିଲା ମାନେ ମ୍ୟାଚ ପୂର୍ବରୁ ନିଜର ସ୍ୱତନ୍ତ୍ର ଦଳ ପଇସା ଦେଇ କିଣି ପାରିବେ  । 

ଓ ଯଦି ସେ କିଣିଥିବା ଖେଳାଳି ଭଲ ପ୍ରଦର୍ଶନ କରନ୍ତି ତେବେ ଆପଣଙ୍କ ପଇସା ୨ ଗୁଣିତ ହୋଇଯାଏ । ନେହେଲେ ଆପଣଙ୍କ ପଇସା ସମ୍ପୂର୍ଣ୍ଣ ବୁଡିଯାଇଥାଏ । ଏହା ପ୍ରକୃତ ରେ କହିବାକୁ ଗଲେ ଏହାକୁ ଜୁଆ  ମଧ୍ୟ କୁହାଯାଏ। ସେହିଭଳି ଏକ ଅନଲାଇନ ଆପ ର ବ୍ରାଣ୍ଡ ଆମ୍ବାସେଟର ହିସାବ ରେ ଟିଭି ରେ ଆଡ଼ଭାଟାଇଜ କରି ବର୍ତ୍ତମାନ ଚର୍ଚ୍ଚା ରେ ଏହି ଦୁଇ ଭାରତୀୟ ଖେଳାଳି । 

ଅନଲାଇନ୍ ଫ୍ୟାଣ୍ଟାସି ସ୍ପୋର୍ଟସ ଆପର ବିଜ୍ଞାପନକୁ ନେଇ ଏହି ନୋଟିସ ଜାରି କରାଯାଇଛି । କୋର୍ଟ ସମସ୍ତଙ୍କୁ ବିଜ୍ଞାପନ ବାବଦରେ ଜବାବ ମାଗିଛନ୍ତି । ହାଇକୋର୍ଟ ମଦୁରାଇ ବେଞ୍ଚର  ଜଷ୍ଟିସ ଏନ କିରୁବାକରନ ଓ ବି ପୁଗଲେନ୍ଧି ଏହି ଭଳି ଆପର ବିଜ୍ଞାପନ ନେଇ ଅନ୍ୟ କେତେଜଣଙ୍କୁ ମଧ୍ୟ ନୋଟିସ ପଠାଇଛନ୍ତି । ମହମ୍ମଦ ରିଜଭି ନାମରେ ଜଣେ ଓକିଲ ଏହି ମାମଲାରେ କୋର୍ଟରେ ଆବେଦନ କରିଥିଲେ ।

 ସେ କହିଥିଲେ ଯେ, ତାମିଲନାଡୁରେ ଗତ କିଛିଦିନ ଧରି ଏକ ଆପରେ ଯୁବକଙ୍କୁ ଟଙ୍କା ଲଗାଇବା ପାଇଁ କୁହାଯାଉଛି । ଜଣେ ଯୁବକ ଏହି ଆପରେ ଟଙ୍କା ଲଗଇବା ପରେ କ୍ଷତି ହେବାରୁ ଆତ୍ମହତ୍ୟା କରିଥିଲେ ।କୋର୍ଟ ଆପ୍ ମାଲିକଙ୍କ ଉପରେ ସେଲିବ୍ରିଟିଙ୍କ ଉପଯୋଗ କରି କୋଟି କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ଲଗାଇଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *