ଖରାପ ସମୟ ର ପ୍ରକୃତ ବନ୍ଧୁ ହେଉଛି ଧନ । କରନ୍ତୁ ଏହି ଉପାୟ ଧନ ର କେବେବି କୌଣସି ଅଭାବ ରହିବ ନାହିଁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏକ ଉପାୟ ସମ୍ପର୍କରେ ଯାହାକୁ କରିବା ଦ୍ୱାରା ମଣିଷ ଜୀବନରେ କେବେହେଲେ ଧନ ର ଅଭାବ ରହିବ ନାହିଁ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଧନ ଏକ ଏଭଳି ଜିନିଷ ଯାହା ସମସ୍ତ ଙ୍କ ର ଆବଶ୍ୟକ । ତେବେ ଏହା ସବୁ ବର୍ଗ ର ଲୋକ ମାନଙ୍କ ର ନିତ୍ୟାନ୍ତ ଆବଶ୍ୟକ । ଛୁଆ ଜନ୍ମ ହେବା ଠାରୁ ଆରମ୍ଭ କରି ବୃଧ ହୋଇ ମରିବା ପର୍ଯ୍ୟନ୍ତ ଧନ ର ନିତ୍ୟାନ୍ତ ଆଵଶ୍ୟକତା ରହିଛି । ତେବେ ଏଭଳି ସ୍ଥଳେ ଧନ ର ଅଭାବ କିନ୍ତୁ ସମସ୍ତ ମନୁଷ୍ୟ ମାନଙ୍କ ପାଖରେ ସବୁ ସମୟରେ ରହିଛି । ତେବେ ଆଜି ଆମ୍ଭେ ଆପଣଙ୍କୁ କିଛି ଉପାୟ ସମ୍ପର୍କରେ କହିବାକୁ ଯାଉଛୁ ଜାହାକୁ କରିବା ଦ୍ଦ୍ୱାରା ଧନ ସମ୍ବନ୍ଧୀୟ କେତେକ କାର୍ଯ୍ୟ ରୁ ଆପଣ ମୁକ୍ତି ପାଇ ପାରିବେ । 

 

ତେବେ ଧନ ର ଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ତେବେ ମା ଲକ୍ଷ୍ମୀ ଙ୍କୁ ଖୁସି କରିବା ପାଇଁ ହେଲେ ପ୍ରତି ଗୁରୁବାର ଦିନ ସକାଳୁ ଉଠି ନିତ୍ୟକର୍ମ ସାରି ମା ଲକ୍ଷ୍ମୀ ଙ୍କୁ ଆରଧନା କରି କ୍ଷୀରି କିମ୍ବା ଖେଚୁଡ଼ି ଭୋଗ କରି ଗରିବ କିମ୍ବା ଭିକାରୀ ଙ୍କୁ କିଛି ଦାନ କଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ଏବଂ ଧନ ସମ୍ବନ୍ଧୀୟ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *