ଖୁବଶୀଘ୍ର ବାହା ହେବାକୁ ଯାଉଛନ୍ତି ଅଭିନେତା ରାଜା ଏବଂ ଅଭିନେତ୍ରୀ ସ୍ତୁତି…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ୍ଭର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବାହା ହେବାକୁ ଯାଉଛୁ ଯେ ଅଭିନେତା ରାଜା ଏବଂ ଅଭିନେତ୍ରୀ ସ୍ତୁତି ଙ୍କ ବାବାଘର ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

 

ତେବେ ଆପଣ ତ ଧାରାବାହିକ ନାମ ରାଜା ପ୍ରକୃତ ନାମ ମହାପ୍ରସାଦ ତେବେ ସ୍ତୁତି ଙ୍କ ପ୍ରକୃତ ନାମ ହେଉଛି ହିତିସା । ତେବେ ଆପଣ ମାନେ ମହାପ୍ରସାଦ ବା ରାଜା ଙ୍କ ବିଚକ୍ଷଣ ଆକ୍ଟିଙ୍ଗ କୁ ତରଙ୍ଗ ରେ ପ୍ରାସାରିତ ହେଉଥିବା ‘ରାନୀ’ ଧାରାବାହିକ ରେ ଦେଖିବାକୁ ପାଇଥଲେ । ତେବେ ହିତିସା ଙ୍କ ଆକ୍ଟିଙ୍ଗ ଆପଣ ତରଙ୍ଗ ରେ ପ୍ରାସାରିତ ହେଉଥିବା ଧାରାବାହିକ ‘ଦୁର୍ଗା’ ରେ ଆପଣ ଦେଖିବାକୁ ପାଇଥିବେ । ତେବେ ସେ ମଧ୍ୟ ନିଜ ଚରିତ୍ର କୁ ନେଇ ସବୁବେଳେ ପ୍ରସଂସିତ ରହିଛନ୍ତି । 

 

ତେବେ ବର୍ତ୍ତମାନ ଦୁହିଁ ଜଣକୁ ଆପଣ ବର୍ତ୍ତମାନ କୌଣସି ଧାରାବାହିକ ରେ ଦେଖିବାକୁ ପାଉଁନାହାନ୍ତି । ଏହା ଛଡା ସେମାନେ ବର୍ତ୍ତମାନ ଦୁହିଁ ଜଣକୁ ଆପଣ ନିଜର ମୂଲ୍ୟବାନ ସମୟ ଅତିବାହିତ କରୁଛନ୍ତି । ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ସେ ବହାହେବାକୁ ଯାଉଛନ୍ତି କହିଛନ୍ତି କିନ୍ତୁ କେବେ ସେ କରିବେ ସେ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନାହାନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *