ଗତ ୨୪ ତାରିଖ ରାଜ୍ୟ ରେ ହେବାକୁ ଥିବା ସପ୍ତାହନ୍ତ ସଟଡାଉନ କାହାକୁ ଅନୁମତି ମିଳିବ କାହାକୁ ମିଳିବ ନାହିଁ ଆସନ୍ତୁ ଜାଣିବା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଗତ ୨୪ ତାରିଖ ରାଜ୍ୟ ରେ ହେବାକୁ ଥିବା ସପ୍ତାହନ୍ତ ସଟଡାଉନ କାହାକୁ ଅନୁମତି ମିଳିବ କାହାକୁ ମିଳିବ ନାହିଁ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆସନ୍ତା ୨୪ ତାରିଖ ଠାରୁ ରାଜ୍ୟ ରେ ସମସ୍ତ ସହରାଞ୍ଚଳ ରେ ଶନିବାର ଏବଂ ରବିବାର ସମ୍ପୂର୍ଣ୍ଣ ସଟଡାଉନ ରହିବ ନେଇ ସୂଚନା ଦେଇଥିଲେ SRC ପ୍ରଦୀପ ଜେନା । ତେବେ ଏହା ସହିତ କେତେକ ଜରୁରୀ କାଳୀନ ସେବା ଚାଲୁ ରହିବ ନେଇ ମଧ୍ୟ  ସୂଚନା ଦେଇଥିଲେ SRC ।

 

ତେବେ ଏହି ଦିନ ଗ୍ୟାସ,ବିଦ୍ୟୁତ କର୍ମଚାରୀ, ପାଣି ବିଭାଗ କର୍ମଚାରୀ ଏବଂ ମେଡିକାଲ କର୍ମଚାରୀ ମାନଙ୍କ ସହିତ ସମସ୍ତ କେବୁଲ ଏବଂ ଡିଜିଟାଲ ସେବା ଯୋଗାଉ ଥିବା କର୍ମଚାରୀ ମାନଙ୍କ ପାଇଁ ଖୋଲା ରହିବ । ତେବେ ନିୟମ ଅନୁସାରେ  ବାହାଘର ପାଇଁ ଦିଆଯାଇଥିବା ୫୦ ରୁ ଉର୍ଢ଼ ଲୋକ ଯାଇ ପାରିବେ ନାହିଁ । ଏହା ସହିତ ବାହାଘର  ର ୨୪ ଘଣ୍ଟା ପୂର୍ବରୁ ପରମିଶନ ନେଵା ସହିତ ବାହାଘର ରେ ଯୋଗ ଦେବାକୁ ଥିବା ସମସ୍ତ ୫୦ ଜଣକ ନାଁ ମଧ୍ୟ ଲେଖିକି ଦେବାକୁ ସୂଚନା ଦିଆଯାଇଛି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *