ଗରିବ ଖାଉଟିଆ ମାନଙ୍କ ପାଇଁ ଦୁଃଖ ର ଖବର । ଆଉ ମିଳିବନି ମାଗଣା ରାସନ ।
ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ଗରିବ ଖାଉଟିଆ ଉପରେ ଭାରତ ସରକାର ଙ୍କ ପଡିଲା ଏକ ବଡ଼ ନିଷ୍ପତି । ୮୧ କୋଟି ଭାରତ ତୀୟ ଙ୍କ କଟିବ ରାସନ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ଭାରତ ର ଆର୍ଥିକ ପରିସ୍ଥିତି ବହୁତ ଖରାପ ସମୟ ଦେଇ ଗତି କରୁଛି । ଯାହା ଫଳରେ ସେମାନେ ଭାରତ ଏକ ଦୁର୍ବିସହ ପରିସ୍ଥିତି ରେ ପଡି ଯାଇଛି । ତେବେ ଏହି ପରିସ୍ଥିତି ରେ ଭାରତ ସରକାର ତାଙ୍କ ଦ୍ୱାରା ପରିଚାଳିତ ଭିଭିନ୍ନ ଯୋଜନା କୁ ବନ୍ଦ କରିବାକୁ ଯାଉଛି । ସେହି ଭଳି ସ୍ଥଳେ ବର୍ତ୍ତମାନ ଭାରତ ସରକାର ଦ୍ୱାରା ପ୍ରବାସୀ ଭାରତୀୟ ମାନଙ୍କ ପାଇଁ ।
ଲାଗୁ ହୋଇଥିବା ରାସନ ଖାଦ୍ୟ ସାମଗ୍ରୀର ର ଏକ ଯୋଜନା ବର୍ତ୍ତମାନ ବନ୍ଦ କରିବାକୁ ଯାଉଛନ୍ତି । ଯେଉଁଥିରେ ୮୧ କୋଟି ଭାରତୀୟ ପ୍ରଭାବିତ ହେବେ । ଯେଉଁମାନେ ପ୍ରତି ମାସ ରେ ମୁଣ୍ଡ ପିଛା ୫ କେଜି ର ଗହମ କିମ୍ବା ଚାଉଳ ପାଉଥିଲେ । ଏବଂ ୧ କେଜି ର ଡାଲି ମିଳୁଥିଲା । ଯାହା ବର୍ତ୍ତମାନ ବନ୍ଦ ହେବାକୁ ଯାଉଛି ।
ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।
ଧନ୍ୟବାଦ ।