ଗର୍ଭାବସ୍ଥା ସମୟରେ ସମ୍ପର୍କ ରଖିବା ଠିକ ନା ଭୁଲ ଜାଣନ୍ତୁ…

  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଗର୍ଭାବସ୍ଥା ସମୟରେ ସମ୍ପର୍କ ରଖିବା ଠିକ ନା ଭୁଲ ସେ ବିଷୟରେ ଆମ୍ଭେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଗର୍ଭାବସ୍ଥା ସମୟରେ ସମ୍ପର୍କ ରଖିବା ସାଧାରଣତଃ କ୍ଷତି କରିଥାଏ ତେବେ ଏହା କେଉଁ କେସ ରେ ହୋଇଥାଏ ଆସନ୍ତୁ ଜାଣିବା । ଯଦି ଗର୍ଭବତୀ ମହିଳା ଙ୍କ ର ବାରମ୍ବାର ମିସ କ୍ୟାରେଜ ହେଉଛି କିମ୍ବା ପେଟରେ ଯାଆଁଳା କିମ୍ବା ୩ ଟି ଛୁଆ ଥିବାର ସମ୍ଭାବନା ଦେଖା ଦେଉଛି କିମ୍ବା ଗର୍ଭନଳୀ ଛୋଟ କିମ୍ବା କୌଣସି ଈଂଫେକ୍ସନ ହୋଇଛି ତେବେ ଆପଣ ସମ୍ପର୍କର ରଖିଲେ ଏହି ସମୟରେ ମହିଳା ର ଗର୍ଭାଶୟ ପ୍ରତି ବିପଦ ଥାଏ । 

 

ଏହା ଛଡା ଯଦି ଏହି ସବୁ ଲକ୍ଷଣ ଦେଖା ନଯାଉଛି କିନ୍ତୁ ଗର୍ଭ ସମୟରେ ମହିଳା ଙ୍କୁ କଷ୍ଟ ହୋଇଥାଏ ତେବେ ଏହି ସମୟରେ ସମ୍ପର୍କ ରଖିବା ମହିଳା ପ୍ରତି ବିପଦ ଜନକ । ତେବେ ଆପଣ ଦେଖି ଚାହିଁ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ୯ ମାସ ହୋଇଯାଇଥିବ ତେବେ ସେକ୍ସ ନ କରିବା ଭଲ । ନହେଲେ ତାଙ୍କ ଗର୍ଭାଶୟ ରେ ଛୁଆ ର ଇନଵାଲାନ୍ସ ହୋଇଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *