ଗାଈ କୁ ପ୍ରତିଦିନ ଖାଇବାକୁ ଦିଅନ୍ତୁ ଏହି ଖାଦ୍ୟ ,ଦେଖିବେ ଆପଣଙ୍କ ଜିବନରେ କେବେବି ଦୁଃଖ କଷ୍ଟ ରହିବ ନାହିଁ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆପଣ ପ୍ରତିଦିନ ଗାଈକୁ ଖାଇବାକୁ ଦେଲେ ଆପଣଙ୍କ ଜୀବନ ରେ କେବେବି କିଛି ଦୁଃଖ ରହୀ ନଥାଏ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ହିନ୍ଦୁ ମତ ଅନୁସାରେ ଗାଈ ହେଉଛନ୍ତି ଭଗବାନ ଙ୍କ ଅବତାର। ଗାଈ ମାନଙ୍କ ଶରୀର ରେ ୩୩ କୋଟି ଦେବ ଦେବୀ ବାସ କରନ୍ତି । ତେବେ ତାଙ୍କ ସିଂଙ୍ଘ ରେ ଶ୍ରୀକୁଷ୍ଠ ଵାସ କରୁଥିବା ବେଲେ ତାଙ୍କ ମସ୍ତକରେ ଶିବ ପାର୍ବତୀ ବାସ କରନ୍ତି  । ଏହା ସହ ତାଙ୍କର ଜିଭ ରେ ସରସ୍ୱତୀ ବାସ କରୁଥିବା ବେଳେ ତାଙ୍କ ର  ଶରୀର ପ୍ରତ୍ୟେକ ଅଙ୍ଗ ରେ ଯେକୌଣସି ଦେବା ଦେବୀ ବାସ କରିଥାନ୍ତି ।

 

 ତେବେ ଯଦି ଆମ୍ଭେ ଗାଈ ର ସେବା କରିବା ତେବେ ଆମ୍ଭେ ସିଧା ସଳଖ ଭାବେ ଭଗବାନ ଙ୍କ ସେବା କରିବା ସହ ସମାନ । ଯଦି କେହି ଲୋକ ଗାଈ ର ସେବା କରି କରି ନିଜ ଜୀବନ ତ୍ୟାଗ କରେ ତେବେ ସେ ଲୋକ ଗୋ ଲୋକ ରେ ସ୍ଥାନ ପାଇବ ବୋଲି ପୁରାଣ ରେ ବର୍ଣ୍ଣନା କରଯାଇଅଛି । 

 

ତେବେ ଯଦି ଆପନଙ୍କ ଘରକୁ କୌଣସି ଗାଈ ଖାଦ୍ୟ ଖାଇବାକୁ ଆସେ ତେବେ ଆପଣ ଆପଣ ଯଦି ତାକୁ କଦଳୀ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ସମସ୍ତ ଦୁଃଖ ଦୂର ହୋଇଥାଏ । କୁହାଯାଏ କି ଗାଈ ର ପେଟ ରେ ଭଗବାନ ବିଷ୍ଣୁ ବାସ କରନ୍ତି । ତାଙ୍କର କଦଳୀ  ବହୁତ ପ୍ରିୟ ସେଥିପାଇଁ ଆପଣ ଗାଈ ଙ୍କୁ କଦଳୀ ଖାଇବାକି ଦିଅନ୍ତୁ ବହୁତ ପୁଣ୍ୟ ମିଳିଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *