ଗାଈ ର ପାଦ ଧୂଳି କୁ ନେଇ କରନ୍ତୁ ଏହି ମହା ଉପାୟ ଦେଖିବେ ଆପଣଙ୍କ ଜୀବନରେ ସବୁ ଦୁଃଖ ଦୂର ହୋଇଯିବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଗାଈ କୁ କରାଯାଉଥିବା ଏକ ଉପାୟ ସମ୍ପର୍କରେ ଯାହା ଦ୍ୱାରା ଆପଣ ଜୀବନ ରେ କେବେବି ଦୁଃଖ ରହିବନି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ହିନ୍ଦୁ ମତ ଅନୁସାରେ ଗାଈ ହେଉଛନ୍ତି ଭଗବାନ ଙ୍କ ଅବତାର। ଗାଈ ମାନଙ୍କ ଶରୀର ରେ ୩୩ କୋଟି ଦେବ ଦେବୀ ବାସ କରନ୍ତି । ତେବେ ତାଙ୍କ ସିଂଙ୍ଘ ରେ ଶ୍ରୀକୁଷ୍ଠ ଵାସ କରୁଥିବା ବେଲେ ତାଙ୍କ ମସ୍ତକରେ ଶିବ ପାର୍ବତୀ ବାସ କରନ୍ତି  । ଏହା ସହ ତାଙ୍କର ଜିଭ ରେ ସରସ୍ୱତୀ ବାସ କରୁଥିବା ବେଳେ ତାଙ୍କ ର  ଶରୀର ପ୍ରତ୍ୟେକ ଅଙ୍ଗ ରେ ଯେକୌଣସି ଦେବା ଦେବୀ ବାସ କରିଥାନ୍ତି ।

 

ତେବେ ଯଦି ଆମ୍ଭେ ଗାଈ ର ସେବା କରିବା ତେବେ ଆମ୍ଭେ ସିଧା ସଳଖ ଭାବେ ଭଗବାନ ଙ୍କ ସେବା କରିବା ସହ ସମାନ । ଯଦି କେହି ଲୋକ ଗାଈ ର ସେବା କରି କରି ନିଜ ଜୀବନ ତ୍ୟାଗ କରେ ତେବେ ସେ ଲୋକ ଗୋ ଲୋକ ରେ ସ୍ଥାନ ପାଇବ ବୋଲି ପୁରାଣ ରେ ବର୍ଣ୍ଣନା କରଯାଇଅଛି ।

 

ତେବେ ଗାଈ ର ସେବା କରିବା ଦ୍ୱାରା ଘରେ ତଥା ନିଜ ଜୀବନରେ ସବୁ ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଯାଇଥାଏ । ତେବେ ଯଦି ଆପଣଙ୍କ ର କିଛି ସମସ୍ୟା ଅଛି ତେବେ ଯାହା ଅତ୍ୟନ୍ତ ଜଟିଳ ତେବେ ଆପଣ ଏହି ଉପାୟ କରିପାରିବେ । ସର୍ବପ୍ରଥମେ ଆପଣ ଗାଈ ବନ୍ଧାଯାଉଥିବା ସ୍ଥାନରୁ ଗୋ ଧୂଳି ସଂଗ୍ରହ କରନ୍ତୁ । 

 

ଏହା ପରେ ଏଥିରେ କିଛି ଗଙ୍ଗା ପାଣି ମିଶାଇ ଛୋଟ ଛୋଟ ଗୁଳା କରି ଶୋଇବା ବେଳେ ନିଜ ତକିଆ ତଳେ ଦିଅନ୍ତୁ ଏହା ପରେ ଆପଣ ଏହି ଗୁଳା କୁ ସକାଳୁ ନିଜ ବହି ଯାଉଥିବା ନଦୀ କିମ୍ବା ପୋଖରୀ ରେ ଫୋପାଡି ଦିଅନ୍ତୁ ଦେଖିବେ ୧୫ ଦିନ ଏହି ଭଳି କଲେ ସମସ୍ତ ଦୁଃଖ ଦୂର ହୋଇଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *