ଗାଡି ଚାଳକ ପାଇଁ ସରକାର ଙ୍କ ନୂଆ ନିୟମ । ହୋଇଯାଅନ୍ତୁ ସତର୍କ ନେହେଲେ ଦେବାକୁ ପଡିବ ଜୋରିମାନା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାର ଚାଳକ ଙ୍କ ପାଇଁ ସରକାର ଏପ୍ରିଲ ପହିଲାରୁ ଲାଗୁ କରିବା ପାଇଁ ଯାଉଥିବା ନୂଆ ନିୟମ  ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣଙ୍କ ପାଖରେ କାର ଅଛି କି । ତେବେ କଣ ଆପଣଙ୍କ କାର ରେ ଏୟାର ବ୍ୟାଗ ଅଛି କି ? ଯଦି ନାହିଁ ତେବେ ଏପ୍ରିଲ ପହିଲା ରୁ ବନ୍ଦ ହେବ ସମସ୍ତ କାର । ତେବେ କେନ୍ଦ୍ର ସରକାର ଙ୍କ ନୂଆ ନିଷ୍ପତ୍ତି । ତେବେ ପ୍ରତିଦିନ ବଢୁଥିବା କାର ଦୁର୍ଘଟଣା କୁ ଦୃଷ୍ଟି ରେ ରଖି ଭାରତ ସରକାର ଏଭଳି ଏକ ନିଷ୍ପତି ନେଇଛନ୍ତି । 

 

ତେବେ ଏହି ନିଷ୍ପତି ଅନୁସାରେ ଏପ୍ରିଲ ପହିଲା ଠାରୁ ସମସ୍ତ କାର ରେ ଏୟାର ବ୍ୟାଗ ବାଧ୍ୟତାମୂଳକ ହେବ । ଯଦି କୌଣସି ପୁରୁଣା ଗାଡି କାହା ପାଖରେ ଅଛି ଯଦି ଏୟାର ବ୍ୟାଗ ନାହିଁ ତେବେ  ଅଗଷ୍ଟ ଶେଷ ସୁଦ୍ଧା ଏୟାର ବ୍ୟାଗ ଲଗାଇବା ବାଧ୍ୟତାମୂଳକ ହୋଇଯିବ । ଯଦି ଗାଡି ରେ ଏୟାର ବ୍ୟାଗ ନଥିବ ତେବେ ମାଲିକ ଙ୍କୁ ପଇସା ଦେବାକୁ ପଡିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *