ଗିରଫ ହେଲେ ରସିକିଆ ପ୍ରଧାନ ଶିକ୍ଷକ । କରିଥିଲେ କିଛି ଏଭଳି କାର୍ଯ୍ୟ ଛି ଛି କହି …..

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତାଙ୍କ ବିଦ୍ୟାଳୟ ର ଦଶମ ଶ୍ରେଣୀ ଝିଅ ଙ୍କ ସହ କରୁଥିଲେ ଏହି କାର୍ଯ୍ୟ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଶିକ୍ଷକ ଏକ ଏଭଳି ଶବ୍ଦ ଯାହା ଆଜନ୍ମ ପବିତ୍ର । ସଦା ସର୍ବଦା ଗୁରୁ ଅକ୍ଷରରୁ ହିଁ ଏ ସଂସାର ର ଆରମ୍ଭ । ତେବେ ଗୁରୁ ଙ୍କ ର କାର୍ଯ୍ୟ ହିଁ ସଦା ସର୍ବଦା ଚିରସ୍ମରଣୀୟ । ତେବେ ଗୁରୁ ନିଜର ଛାତ୍ର କୁ ଅନ୍ଧାର ରୁ ଆଲୋକ କୁ ଆଣିବାରେ ସାହାଯ୍ୟ   କରେ । ତେବେ ସେହି ଗୁରୁ ଶବ୍ଦ ରେ କଳଙ୍କ ଲଗାଇଦେଇଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ର ଚଷା ଖଣ୍ଡ ଅଞ୍ଚଳରେ ଥିବା ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ । 

 

ତେବେ ଏହି ଶିକ୍ଷକ ଜଣକ ବିଦ୍ୟାଳୟ ଖୋଲିବା ପରେ ବିଦ୍ୟାଳୟ କୁ ଆସୁଥିବା ଝିଅ ମାନଙ୍କୁ ଏକ ରୁମ କୁ ଡାକି ଅଶ୍ଳୀଳ ହିନ୍ଦୀ ଫିଲ୍ମ ର ଭିଡ଼ିଓ ଦେଖାଇବା ସହ ଖରାପ ରୋମାଣ୍ଟିକ କଥା କହୁଥିଲେ । ତେବେ ଯାହାକୁ ନେଇ ଅଭିଭାବକ ମାନେ ଜାଣିବା ପରେ ସ୍ଥାନୀୟ ମଙ୍ଗଳପୁର ଥାନା ରେ ଏତଲା ଦେଇଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *