ଗୁଣି ଗାରେଡି ପାଇଁ ଫୁଣି ଗାଁ ରେ ଘଟିଲା ଏମିତି ଅଭାବନିୟ ଘଟଣା…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଗୁଣି ଗାରେଡ଼ି ସନ୍ଦେହ ନେଇ ଗାଁ ଲୋକେ ପିଟି ପିଟି ମାରି ଦେଲେ ଏକ ଲୋକ ଙ୍କୁ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମେ ସଦା ସର୍ବଦା କିଛି ନା କିଛି ଘଟଣା ଦୁର୍ଘଟଣା ଆଦି ଦେଖିବା ପାଇଁ ହେଉ ଅବା ଶୁଣିବା ପାଇଁ ପାଇଥାଉ । କେବେ କିଏ କାହାକୁ ମାରି ଦଉଛି ତ ପୁଣି କିଏ କାହାର କଣ ଚୋରୀ କରି ନେଉଛି । ଏ ଦୁନିଆରେ କାହାକୁ ଭି ବିଶ୍ୱାସ କରିବା କଥା ନୁହଁ । ଲୋକେ ଭଲ ପୋଷାକ ପିନ୍ଧି ଥିବେ ଉପରେ ଦେଖା ହଉଥିବେ ବହୁତ୍ ପରିଷ୍କାର ପରିଚ୍ଛନ୍ନ ବହୁତ୍ ଦାମୀ ଲୋକ ହେଲେ ଏମିତି କିଛି ସମୟ ଆସିଥାଏ ଆପଣ ସେହି ଦାମୀ ଲୋକ ଙ୍କ ଠୁ ଏହି ଭଳି ନିମ୍ନ କାର୍ଯ୍ୟ ଆଶା ଭି କରି ନଥିବେ ହେଲେ ତାଙ୍କ ପାଖରୁ ପ୍ରତି ବଦଳ ରେ ଏହା ହିଁ ପାଇବେ। ଏହି ଦୁନିଆରେ କିଛି ନା କିଛି ଘଟଣା ପ୍ରତିଦିନ ଘଟୁଛି। ଏହି ଯୁଗ ରେ ଭି ମଣିଷ ମାନେ ମଣିଷ ଉପରେ ଭି ବିଶ୍ୱାସ କରିବା ପାଇଁ ଡରୁଛନ୍ତି । ତେଣୁ ଏହି ସମୟରେ ଜୀବନ ଅତିବାହିତ କରିବା ବହୁତ୍ କଷ୍ଟ କର ହୋଇ ପଡ଼ିଲାଣି ।

 

ଗୁଣି ଗାରେଡ଼ି ସନ୍ଦେହ ରେ ଗଞ୍ଜାମ ଜିଲ୍ଲା ର ଜମାଖଣ୍ଡି ଗ୍ରାମ ର ଶ୍ରୀରାମପୁର ଗ୍ରାମ ରେ ଏମ ଭେଙ୍କେଟରମଣ ଙ୍କୁ ପିଟି ପିଟି ଗାଁ ର ଲୋକ ମାନେ ବହୁତ୍ କଷ୍ଟ ଦେଇଛନ୍ତି । ଏହି ସବୁ ସନ୍ଦେହ ଗୁଣି ଗାରେଡ଼ି କୁ ଆଧାର କରି ହୋଇଚି ବୋଲି ଖବର ଆସିଛି । ଗାଁ ଲୋକ ମାନେ ତାଙ୍କର କୌଣସି ଏକ ପ୍ରତିକାର କରିବାକୁ ଯାଇ ତାଙ୍କୁ ବହୁତ୍ ହିଁ ମାରିଥିଲେ ପିଟିଥିଲେ ବହୁତ୍ କ୍ଷୟ କ୍ଷତି ମଧ୍ୟ ପହଞ୍ଚାଇଥିଲେ । ଆଚ୍ଛା ଆପଣ ମାନେ ଏହା ଭାବି ଦେଖନ୍ତୁ ତ ଜଣେ ମଣିଷ ଉପରେ ଏହି ଭଳି ଭାବେ ଅତ୍ୟାଚାର କରିବା ଟା କଣ ଠିକ୍ ହେଉଛି କି । ମଣିଷ ହୋଇ ରାକ୍ଷସ ଭଳି କାର୍ଯ୍ୟ କରିବା କଣ ଠିକ୍ ହେଉଛି କି । ଏବେ କା ସମୟରେ ଏହି କଳି ଯୁଗ ରେ ଓ ବୈଜ୍ଞାନିକ ଙ୍କ ମତ ରେ କିଛି ଭୂତ ,ପ୍ରେତା ଓ ପିଶାଚ ଆଦି ଙ୍କ ଉପରେ ବିଶ୍ୱାସ କରା ଯାଉ ନାହିଁ । ହେଲେ ଏହି ଗାଁ ରେ ଏବେ ଭି ସେହି ଗୁଣି ଗାରେଡ଼ି ଉପରେ କିଛି ଲୋକ ବିଶ୍ୱାସ କରୁଛନ୍ତି । ସେ ଗୁଡ଼ିକ କେବଳ ଅନ୍ଧ ବିଶ୍ୱାସ ।

ଏହି ଭଳି ଅନ୍ଧ ବିଶ୍ୱାସ କୁ ବିଶ୍ୱାସ କରି ଗାଁ ଲୋକେ ଏତେ ପରିମାଣ ରେ ତାଙ୍କ ଉପରେ ରାଗ ରଖି ଆଦି ମର୍ମାହତ ଭାବେ ତାଙ୍କୁ କଷ୍ଟ ଦେଇ ତାଙ୍କ ଦାନ୍ତ ରେ ମଝି ଦାନ୍ତ ଟି କୁ ଟାଣିକି ଭାଙ୍ଗି ଦେଇଥିଲେ । ସେହି ମାନଙ୍କ ମଧ୍ୟରୁ କିଛି ଜଣ ନିଜ ଘରେ ପୂଜା ପାଠ ମଧ୍ୟ କରୁଥିଲେ ତାଙ୍କ ପୂଜା ପାଠ ରେ କିଛି ଜଣଙ୍କୁ ସାମିଲ କରିବା ପାଇଁ ଯାଇ ତାଙ୍କୁ ନିଜ ଗ୍ରାମକୁ ଡାକିଥିଲେ ଆଉ ତା ପରେ ଛେଚି ଛେଚି ଜୀବନ ରୁ ମାରିଦେଇଥିଲେ । ତା ସହିତ ଅନ୍ୟ ବ୍ୟକ୍ତି ଜଣଙ୍କୁ ମଧ୍ୟ ମଇଳା ଖାଇବା ପାଇଁ ବାଧ୍ୟ କରେଇଥିଲେ ଓ ତାଙ୍କୁ ମଧ୍ୟ ମାଇଲ ଖୁଆଇ ଜୀବନରୁ ପିଟି ପିଟି କରିଦେଇଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *