ଗୁପ୍ତ ହନୁମାନ ମନ୍ତ୍ର ଶୋଇବା ପୂର୍ବରୁ ଚୁପଚାପ ଜପି ଦିଅନ୍ତୁ । ସମସ୍ତ ଇଚ୍ଛା ପୁର୍ଣ ହେବ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆପଣ ଏହି ଗୁପ୍ତ ହନୁମାନ ମନ୍ତ୍ର ଉଚାରଣ କରିପାରିବେ ଯାହା ଦ୍ୱାରା ଆପଣଙ୍କ ସମସ୍ତ ମନ ବାଞ୍ଚା ପୁର୍ଣ ହେବ ସେହି ମନ୍ତ୍ର ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ଆପଣ ମାନେ ତ ହନୁମାନ ଙ୍କ ପରାକାଷ୍ଠା ବିଷୟରେ ମୋ ଥାରୁ ଭଲ  ଭାବେ ଜାଣିଥିବେ । ତେବେ ଆପଣ ମାନେ ଜାଣିଥିବେ ହନୁମାନଙ୍କ ପାଇଁ ଏ ଦୁନିଆରେ କୌଣସି କାର୍ଯ୍ୟ ତାଙ୍କ ପାଇଁ କଠିନ ନୁହେଁ । ତେବେ ହନୁମାନ ଅଷ୍ଟ ସିଦ୍ଧି ନବ ନିଧି ର ଅଧିକାରୀ । ଯାହା ଅତ୍ୟନ୍ତ ଶକ୍ତିଶାଳୀ । ସେ ଯାହା ଚାହିଁବେ ତାହା କରିପାରିବେ  । 

ତେବେ ସେ  ତାଙ୍କୁ ଯିଏ ସବୁବେଳେ ସ୍ମରଣ କରେ ସେ ଏକାଥରକେ ନାରାୟଣ ଏବଂ ଶିବ ଙ୍କୁ ସ୍ମରଣ କରିବା ସଙ୍ଗେ ସଙ୍ଗେ ସମାନ । ତେବେ ଆପଣ ଯଦି ପ୍ରତିଦିନ ଶୋଇବା ପୂର୍ବରୁ “ସଙ୍କଟ ଟେ ହନୁମାନ ଚୁଡାବେ ମନକ୍ରମ ଵଚନ ଧ୍ୟାନ ଜୋ ଲାବେ” ପଢିକି ଶୁଅନ୍ତୁ ଦେଖିବେ ଆପଣଙ୍କ ମନରେ ଥିବା ସମସ୍ତ ଦୁଃଖ କଷ୍ଟ ଭଗବାନ ହନୁମାନ ନିଶ୍ଚୟ ଦୂର କରିଦେବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *