ଗୁରୁବାର ଦିନ କରନ୍ତୁ ଏହି ୫ ଟି କାର୍ଯ୍ୟ ହେବ ଧନ ର ବର୍ଷା । ମିଳିବ ମା ଙ୍କ କୃପା ହୋଇଯିବେ କୋଟିପତି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏଭଳି ୫ ଟି କାର୍ଯ୍ୟ ବିଷୟରେ ଯାହାକୁ ଆପଣ ଗୁରୁବାର ଦିନ କଲେ ଆପଣଙ୍କୁ ମା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ଲାଭ ହେବ ଧନର ବର୍ଷା ହେବ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଗୁରୁବାର ଦିନ ମା ଲକ୍ଷ୍ମୀ ଙ୍କ ବାର ବୋଲି ମଣାଯାଇଥାଏ । ଏହି ଦିନ ଯେଉଁ ବ୍ୟକ୍ତି ମା ଲକ୍ଷ୍ମୀ ଙ୍କୁ ଆରଧନା କରିବ ତାକୁ ମା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ନିଶ୍ଚୟ ମିଳିଥାଏ । ତେବେ ଆମ୍ଭେ ଆପଣଙ୍କୁ ଏଭଳି ୫ ଟି କାର୍ଯ୍ୟ ବିଷୟରେ କହିବୁ ଯାହାକୁ ମା ଲକ୍ଷ୍ମୀ ବହୁତ ଭଲ ପାଇଥାନ୍ତି । 

(୧)ଗୁରୁବାର ଦିନ ବ୍ରାମଃ ମୁହୁର୍ତ୍ତ ରୁ ଗାଧୁଆ ପାଧୁଆ ସାରି ମାଆ ଲକ୍ଷ୍ମୀ ଙ୍କୁ ଆରଧନା କରନ୍ତୁ ।

(୨) ଗାଧୋଇବା ସମୟରେ ଜଳ ରେ କିଛି ହଳଦୀ ମିଶାଇ କିମ୍ବା ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ ।

 

(୩)ଏହି ଦିନ ଉପବାସ କରୁଥିବା ଲୋକଙ୍କୁ ମାଆଙ୍କ ଆଶ୍ରିବାଦ ନିଶ୍ଚୟ ପ୍ରାପ୍ତ ହୋଇଥାଏ। 

(୪)ଏହି ଦିନ ଭିକ୍ଷୁକ କିମ୍ବା ଯେ କୌଣସି ବ୍ରାହ୍ମଣ କୁ ଚାଉଳ ଦାନ କରନ୍ତୁ ।

(୫)ଏହି ଦିନ ଘରକୁ ସମ୍ପୂର୍ଣ୍ଣ ପରିଷ୍କାର କରିବା ସହିତ ସନ୍ଧ୍ୟା ସମୟରେ ଘରେ ଝୁଣା ଦିଅନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *