ଗୁରୁବାର ଦିନ ମରିଗଲେ ବି କରନ୍ତୁ ନାହିଁ ଏହି ୫ ଟି କାର୍ଯ୍ୟ । ହୋଇଯିବେ କାଙ୍ଗାଳ ପଡିବ ଶନି ଦଶା …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଗୁରିବାର ଦିନ କେଉଁ ୫ ଟି କାର୍ଯ୍ୟ କରିବା ଅନୁଚିତ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଗୁରୁବାର ଦିନ ଉଭୟ ମା ଲକ୍ଷ୍ମୀ ଏବଂ ଗୁରୁ ଦେବତା ଙ୍କ ଦିନ ବୋଲି କୁହାଯାଇଥାଏ । ତେବେ ଏହି ଗୁରୁବାର ଦିନ କେବେବି ଗୁରୁ ଦେବତା ଙ୍କୁ ଅସନ୍ତୁଷ୍ଟ କରନ୍ତୁ ନାହିଁ । ତେବେ ଗୁରୁ ଦେବତା ହେଉଛନ୍ତି ମାନ, ଯଶ , ଧନ ଆଦି ର ବାହକ । ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ ଭୁଲ କରିବା କଥା ନୁହେଁ।  

 

(୧)ଗୁରୁବାର ଦିନ ଭୁଲ ରେ ବି ବାଳ,ନଖ କିମ୍ବା ଦାଢ଼ି କାଟନ୍ତୁ ନାହିଁ ।

(୨)ଏହି ଦିନ ଭୁଲରେ କାହାକୁ କିଛି ଉଧାରୀ ଦିଅନ୍ତୁ ନାହିଁ କି ଭୁଲ ରେ କାହାଠୁ ଧାର କରଜ କରନ୍ତୁ ନାହିଁ ।

(୩)ଏହି ଦିନ ଭୁଲରେ ବି ଘରେ କୌଣସି ନାରୀ ଉପରକୁ ହାତ କିମ୍ବା ଛୋଟ ଛୁଆ ଙ୍କୁ ମାରନ୍ତୁ ନାହିଁ ।

(୪)ଏହି ଦିନ କେବେବି ଭୁଲରେ ରାତିରେ ଘରକୁ ପୋଛନ୍ତୁ ନାହିଁ । 

(୫)ଏହି ଦିନ କେବେବି ଘରେ ପୋଡା ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *