ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆପଣ ମୁହୂର୍ତ୍ତରେ ଆପଣଙ୍କ ରେଷ୍ଟଷ୍ଟ୍ରେସନ ମୋବାଇଲ ନମ୍ବର କୁ ବଦଳାଇ ପାରିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ବ୍ୟାଙ୍କ ରେ ରେଷ୍ଟଷ୍ଟ୍ରେସନ କରିଥିବା ମୋବାଇଲ ନମ୍ବର କୁ ସହଜରେ ବଦଳାଇବାକୁ ଚାହଁଉଛନ୍ତି କି । ତେବେ ଆର,ବି,ଆଇ ତରଫ ରୁ ଏହା କରିବା ବର୍ତ୍ତମାନ ଅତି ସହଜ ହୋଇ ଯାଇଛି । ତେବେ ଏହା କରିବା ପାଇଁ ଆପଣଙ୍କୁ ସର୍ଵ ପ୍ରଥମେ ବ୍ୟାଙ୍କ ର ୱେବ ସାଇଟ କୁ ଯିବାକୁ ପଡ଼ିବ ।
ଏହା ପରେ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମାରିବାକୁ ପଡିବ । ଏହାକୁ ମାରି ସରିଲା ପରେ ଆପଣଙ୍କୁ ଆପଣଙ୍କ ଆକାଉଣ୍ଟ ସମ୍ବନ୍ଧ ରେ ଆପଣଙ୍କୁ ଦେଖା ହେବ । ଏହା ପରେ ଆପଣ ସାଇଟ ରେ ଯାଇ ସେଟିଙ୍ଗ ଅପସନ କୁ ଯାଇ ସେଥିରେ ଆପଣ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କ ବ୍ୟାଙ୍କ ରେ ଲଗ ଇନ ହୋଇଥିବା ଆପଣଙ୍କ ଇମେଲ ଏବଂ ମୋବାଇଲ ନମ୍ବର ସମ୍ପର୍କରେ ଦେଖାଇବ ।
ଏହା ପରେ ଆପଣ ସେହି ଠାରେ ନିଜର ମୋବାଇଲ ନମ୍ବର ବଦଳାଇ ପାରିବେ । ନହେଲେ ଆପଣ ବ୍ୟାଙ୍କ ଯାଇ ନିଜ ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ର ଏକ ଜେରର୍କ୍ସ କପି ନେଇ ବଦଳାଇ ପାରିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।