ଗ୍ରୀଷ୍ମ ପ୍ରବାହ କୁ ନେଇ ସୂଚନା ଦେଲେ ଓଡ଼ିଶାର ପାଣିପାଗ ବିଶେଷଜ୍ଞ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡିଶା ରେ ଗ୍ରୀଷ୍ମ ପ୍ରବାହ ର ପ୍ରଭାବ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ମାର୍ଚ୍ଚ ମାସରୁ ବସନ୍ତ ଋତୁ ର ଆରମ୍ଭ ହେବା ସହ ଗ୍ରୀଷ୍ମ ପ୍ରବାହ ର ସୂଚନା ମିଳିଥାଏ । ତେବେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ପାଣିପାଗ ବିଶେଷଜ୍ଞ ଏକ ମତ ବ୍ୟକ୍ତ କରିଛନ୍ତି । ଯାହା ଖରା ର ପ୍ରକୋପ ତାପମାତ୍ରା ଏବଂ ଏହାର ପ୍ରଭାବ ସମ୍ପର୍କରେ ମତ ଦେଇଛନ୍ତି ।

 

(୧)ମାର୍ଚ୍ଚ ରୁ ମେ ପର୍ଯ୍ୟନ୍ତ ତାତି ରୁ ତ୍ରାହି ନାହିଁ ।

(୨)ଦିନ ରେ ତାପମାତ୍ରା ସ୍ୱାଭାବିକ ଠାରୁ ୫ ଡିଗ୍ରୀ ଅଧିକ ରହିବ ।

(୩)୯ ଟି ଜିଲ୍ଲା ରେ ତାପମାତ୍ରା ସର୍ବାଧିକ ରହିବ ।

(୪)ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଧ୍ଯ, ଅନୁଗୁଳ, ଯାଜପୁର, କେଉଁଝର, ମୟୁରଭଞ୍ଜ, ନୟାଗଡ଼ , ଭଦ୍ରକ ।

(୫)ଦିନ ବେଳା ଘରୁ ବାହାରକୁ ବାହାରୁ ଥିଲେ ସତର୍କ ରହିବାକୁ ନିର୍ଦେଶ ।

(୬) ବିନା କାର୍ଯ୍ୟ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *