ଘରକୁ ଦରିଦ୍ରତା ତଥା ଖରାପ ସମୟ ଆସିବା ପୂର୍ବରୁ ମିଳିଥାଏ ସଙ୍କେତ । ତେବେ ପ୍ରକୃତି ଦେଇଥାଏ ଏହି ସବୁ ସଙ୍କେତ ଶୁଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଘରକୁ ଦରିଦ୍ରତା ତଥା କୌଣସି ବିପଦ ଆସିବା ପୂର୍ବରୁ ଭଗବାନ କେଉଁ ସବୁ ସଙ୍କେତ ଦେଇଥାନ୍ତି ଆସନ୍ତୁ ସେହି ସଙ୍କେତ ମାନଙ୍କ ବିଷୟରେ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବାସ୍ତୁ ଅନୁସାରେ ବିଭିନ୍ନ କାର୍ଯ୍ୟ କୁ ନେଇ ଭିନ୍ନ ଭିନ୍ନ ମତ ରହିଥାଏ । ତେବେ ବାସ୍ତୁ ଦ୍ୱାରା ଆମ୍ଭେ ଆମ୍ଭ ମାନଙ୍କ ର ଭାଗ୍ୟ ପରିବର୍ତ୍ତନ ନ କରିପାରନ୍ତି । କିନ୍ତୁ ଭାଗ୍ୟ ରେ ଆସିବାକୁ ଥିବା ଅତ୍ୟଧିକ କଣ୍ଟା ତଥା ଅସୁବିଧା କୁ କିଛି କାଂଶ ରେ ଦୁରୀଭୂତ କରି ପାରିବା । ଵାସ୍ତୁ ଅନୁସାରେ ବେଳେ ବେଳେ ଆମ୍ଭ ଚତୁର୍ପାର୍ଶ୍ଵ ରେ ଥିବା ପ୍ରକୃତି ଆମ୍ଭ ମାନଙ୍କ ର ଭାଗ୍ୟ ରେ ଆସିବାକୁ ଥିବା ସମସ୍ତ ଅସୁବିଧା କିମ୍ବା ସୁବିଧା ବିଷୟରେ ଜଣା ପଡିଯାଇଥାଏ।  

 

ତେବେ (୧) ଯଦି ଆପଣଙ୍କ ର ତୁଳସୀ ଗଛ ବିନା କାରଣ ରେ ପତ୍ର ଝଡା ଦେବା ସହିତ ଯଦି ଗଛ ଟି ଶୀଘ୍ର ଥୁଣ୍ଟା  ହୋଇଯାଏ  ତେବେ ଆପଣଙ୍କ ଯଥା ଶୀଘ୍ର କୌଣସି ଅସୁବିଧା ଘର ଉପରକୁ ମାଡି ଆସୁଛି । (୨) ଯଦି ଖାଇବା ସମୟରେ ଖାଇବା ରେ କଳା ପିମ୍ପୁଡି ପଡ଼ି ଯାଇଥାଏ ତେଵେ ଖରାପ ସମୟ ଆସିବାର ସଙ୍କେତ ଦେଇଥାଏ । (୩) ଘର ଚାରିପାଖ ରେ ଥିବା ଗଛ ଗୁଡ଼ିକ ଯଦି ବିନା କାରଣ ରେ ମଉଳି ଯାଇ ପତ୍ର ଝଡା ଦେଇ ନଷ୍ଟ ହୋଇଯାଉଛି । ତେବେ ଆପଣଙ୍କ ଭାଗ୍ୟ  କୁ ଏକ ବଡ଼ ବିପଦ ଆସୁଥିବା ନେଇ ସୂଚନା ମିଳିଥାଏ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ । 

Leave a Reply

Your email address will not be published. Required fields are marked *