ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଘରୁ ବାହାରିଲା ବେଳେ କାହ୍ନିକି ଦହି ଖିଆଯାଏ ? ଜାଣନ୍ତୁ ଶାସ୍ତ୍ରୀୟ ଏବଂ ବୈଜ୍ଞାନିକ ମତ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆପଣ ମାନେ ଦହି ର ଉପକାରିତା ବିଷୟ ରେ ଜାଣିଥିବେ ।
ହିନ୍ଦୁ ଶାସ୍ତ୍ର କିମ୍ବା ସନାତନ ଧର୍ମ ଅନୁସାରେ କୁହାଯାଏ କି ମା ହାତ ରୁ ମିଠା ଦହି ଖାଇକି ଯେ କୌଣସି କାର୍ଯ୍ୟ ରେ ବାହାରି ଗଲେ କାର୍ଯ୍ୟ ସହଜ ରେ ଏବଂ ସରଳ ରେ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ପୌରାଣିକ ମତ । ତେବେ ଦହି କୁ ଏକ ଅମୃତ ସହ ତୁଳନିୟ କରାଯାଇଛି । କାରଣ ଏହା ସାଧାରଣତଃ ପଞ୍ଚାମୃତ ତିଆରି ରେ ବ୍ୟବହାର କରାଯାଏ । ଯାହା ଦେବ ଦେବ ମହାଦେବ ଙ୍କ ଅତିପ୍ରିୟ ।
ତେବେ ଏହାର ବୈଜ୍ଞାନିକ ମତ ହେଲା ସାଧାରଣତଃ ଯେ କୌଣସି କାର୍ଯ୍ୟ ପୂର୍ବରୁ ଦହି ଖାଇକି ଗଲେ ଆମ୍ଭ କାର୍ଯ୍ୟ ରେ ମନ ଲାଗିଥାଏ । ତେବେ ଏହାର କାରଣ ହେଲା ଦହି ସାଧାରଣତଃ ଦହି ହେଲା ଏକ ଥଣ୍ଡା ଜାତୀୟ ଖାଦ୍ୟ ଯାହା ଶରୀର କୁ ଗଲେ ଶରୀର ରେ ତଥା ମୁଣ୍ଡ କୁ ଥଣ୍ଡା କରାଏ ଏବଂ ଏହା ଆମ୍ଭ ଶରୀର ରେ ଏସିଡିଟି ,ପେଟ ସମସ୍ୟା ଭଳି କେତେ ରୋଗ ରୁ ମୁକ୍ତି ଦେଇଥାଏ । ଆପଣ ଶରୀର ସତେଜ ରହିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।