ଘରେ କେଉଁ ଫୋଟୋ ରହିଲେ ହୁଏ ଧନ ର ବର୍ଷା । କେଉଁ ଫୋଟୋ କୁ ଘର ର କେଉଁ ରୁମ ରେ ଲଗାଇବା ଦରକାର ଆସନ୍ତୁ ଜାଣିବା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଘରେ କେଉଁ ଫୋଟୋ ଲଗାଇବା ଦରକାର ଏବଂ ଘର ର କେଉଁ ରୁମ ରେ କେଉଁ ଫୋଟୋ ଲଗାଇବା ଦରକାର ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯେତେ ପିଜେଟିଭ ସକ୍ତି ପ୍ରବାହିତ ହେଉଥିବେ ଘରେ ସେତେ ସମସ୍ତେ ଖୁସି ରେ ରହିବେ । ତେବେ ସେହିଭଳି ବର୍ତ୍ତମାନ ସମୟରେ ପଜିଟିଭ ଶକ୍ତି ର ପ୍ରବାହ ପାଇଁ କିଛି ଫୋଟୋ ଅଛି ଯାହାକୁ  ଲଗାଇବା ଦ୍ୱାରା ଆପଣ ସବୁବେଳେ ଖୁସି ରେ ରହିବେ । ତେବେ ଆପଣ ଯଦି ଅଫିସ ରେ ୭ ଟି ଧଳା ଘୋଡା ଦୌଡୁଥିବାର ଫୋଟୋ ଲଗାନ୍ତି ତେବେ ଆପଣଙ୍କ ବେପାର ବହୁତ ଭଲ ଭାବେ ଚାଲିବ । 

 

କାରଣ ୭ ଟି ଧଳା ଘୋଡା ସୂର୍ଯ୍ୟ ଦେବ ଙ୍କ ରଥ ରେ ରହିଥାନ୍ତି । ଯାହା ଅତ୍ୟନ୍ତ ଶୁଭ ହୋଇଥାଏ । ସେହିଭଳି ଡ୍ରଇଂ ରୁମରେ ରାମ ଦରବାର ର ଫୋଟୋ ଏବଂ ଯଦି ଘରେ କାହାର ଛୁଆ ପିଲା ହବାର ଅଛି ତେବେ ତାଙ୍କ ରୁମରେ ବାଳକୃଷ୍ଣ ଙ୍କୁ ତାଙ୍କ ମା ଲହୁଣୀ ଖୁଆଇ ଦେଉଥିବାର ଫୋଟୋ ଲଗାଇବା ଦରକାର ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *