ଘରେ ଝିଟିପିଟି ଦେଖିଲେ ମାନେ କରନ୍ତୁ ଏହି କାମ ହେବେ କୋଟିପତି…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆଜିର ଅନୁଚିନ୍ତା । ଝିଟିପିଟି ଦେଖିବା ଦ୍ଵାରା କଣ ସୁବିଧା ଆଉ ଅସୁବିଧା ହେଇଥାଏ ଆସନ୍ତୁ ଜାଣିବା ଆମର ଏଇ ଖବର ମାଧ୍ୟମ ରେ ।

 

ବନ୍ଧୁଗଣ ଆପଣ ଜାଣିଛନ୍ତି ସାଧାରଣତଃ ଝିଟିପିଟି କୁ ଦେଖିଲେ ସମସ୍ତେ ଦରିଯନ୍ତି କାରଣ ସମସ୍ତେ ଜନିନଥନ୍ତି ଭୟଙ୍କର ଦେଖାଯାଉଥିବା ଝିଟି ପିଟି ସୁଭାଦାୟକ୍ ଅଟନ୍ତି ବୋଲି ।ଜ୍ୟୋତିଷ ଶାସ୍ତ୍ରମତରେ ଏହାର ବେସେଶ୍ ମହତ୍ୱ ରହି ଅଛି ।ଭାରତ ରେ କିଛି ମନ୍ଦିର ଅଛି ଯେଉଁଠି ଝିଟିପିଟି କୁ ପୂଜା କାରା ଯାଏ । ଓଡ଼ିଶା ରେ ବି ଗୋରଖନାଥ ମନ୍ଦିର ରେ ଝିଟିପିଟି ପୂଜା ପାଇଥାଏ ଏବଂ ଶ୍ରୀ ରଙ୍ଗନାଥ ମନ୍ଦିର ର କାନ୍ଥ ରେ ଝିଟିପିଟି ମୂର୍ତ୍ତି ରହିଥିବା ରେ ଦେଖିବାକୁ ମିଳେ ।ଏହା ଏହି ଝିଟିପିଟି ର ଦର୍ଶନ ଫଳ ରେ ଭଗବାନ ଙ୍କ ଦର୍ଶନ ୨ ଗୁଣ ହେଇ ଯାଏ । ଆଜି ଆପଣ ଙ୍କୁ ଝିଟିପିଟି ର ଶୁଭ ଫଳ ବିଷୟରେ କହିବାକୁ ଯାଉଛୁ । ଯାହା ଫଳ ରେ ଆପଣଙ୍କ ର ଧନର ବର୍ଷା ହେବା ।

 

ଦୀପାବଳି ଦିନ ଝିଟିପିଟି ଦେଖା ହେବ ଶୁଭ ଦାୟକ ଅଟେ ଏହା କୁହା ଯାଏ ବର୍ଷା ସାରା ଘରେ ସୁଖ ସମୃଦ୍ଧି ଲାଗି ରହେ । ଯେତେବେଳେ ଆପଣ ଙ୍କ ଘରେ ଝିଟିପିଟି ଦେଖୁଛନ୍ତି ସଙ୍ଗେ ସଙ୍ଗେ ମନ୍ଦିର ଅବା ଠାକୁର ଘରେ ଥିବା ଚାଉଳ କୁ ନେଇ ଆସନ୍ତୁ ଏହାକୁ ଦୁର ରୁ ଝିଟିପିଟି ଉପରକୁ ଫିଙ୍ଗି ଦିଅନ୍ତୁ ଏହା କରିବା ସମୟ ରେ କୌଣସି କାମନା କରିବାରେ ଲଗାନ୍ତୁ । ଯାହା କରିବେ ସଙ୍ଗେ ସଙ୍ଗେ ଆପଣଙ୍କ କାମନା ପୁରାଣ ହେଇଥାଏ । ଶାସ୍ତ୍ର ରେ ଏହା ଲେଖା ଅଛି ଝିଟିପିଟି ପୂଜା କରିବା ଦ୍ୱାରା ଧାନ ଗତ ସମସ୍ୟା ଏବଂ ପାରିବାରିକ ସମସ୍ୟା ଦୁର ହେଇ ଥାଏ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *