ଘରେ ତୁଳସୀ ଚଉଁରା ଅଛି କି? । ଯଦି ଅଛି ତେବେ ଏହା କେଉଁ ସ୍ଥାନ ରେ ଅଛି । ଜାଣନ୍ତୁ ଏହାକୁ ରଖିବାର ନିୟମ ନହେଲେ ସବୁ ଛାର ଖାର ହୋଇଯିବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ତୁଳସୀ ଗଛ କୁ ଘରେ ରଖିବାର ପ୍ରକୃତ ବିଧି ଏବଂ ନିୟମ । ତେବେ ଏହାକୁ ନ ମାନିଲେ ହେଉଥିବା ପରିଣାମ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ତ ତୁଳସୀ ଗଛ ର ମାହାତ୍ମ୍ୟ ସମ୍ପର୍କରେ ଅଳ୍ପ ବହୁତ ଜାଣିଥିବେ । ତେବେ ସେ କିଭଳି ଘର ର ସବୁ ନକରାତ୍ମକ ଶକ୍ତି କୁ ନିଜ ଆଡକୁ ନେଇ ଆସେ ଏବଂ ଘରେ ସକରାତ୍ମକ ଶକ୍ତି ର ସଂଚାର କରାଇଥାଏ । ତେବେ କଣ ଆପଣ ଜାଣନ୍ତି ଏହାକୁ ଘରେ ରଖିବାର କିଛି ବିଧି ବିଧାନ ରହିଅଛି । ତେବେ ଆସନ୍ତୁ ଜାଣିବା ଏହାକୁ ରଖିବାର ନିୟମ ସବୁ କୁ ।

 

 ତେବେ ଅନେକ ସମୟରେ ଲୋକମାନେ ଭୁଲ କରିଥାନ୍ତି ଯେତେବେଳେ ତୁଳସୀ ଗଛଟିଏ ଲଗାଇ ଥାନ୍ତି ।  ସେମାନେ ଏହାର ଦୀଗ ବିସୟରେ ଧ୍ୟାନ ଦେଇ ନଥାନ୍ତି । ଅନେକ ଲୋକ ଭୁଲ ଦୀଗରେ ତୁଳସୀ ଗଛ ଲଗାଇ ଥାନ୍ତି ଯାହାର କାରଣରୁ ଗୃହରେ ଅଯଥା କଳହ ଏବଂ ଅସାନ୍ତି ଦେଖା ଦେଇଥାଏ ଏବଂ ଦୁଃଖ କଷ୍ଟ ଆସିଥାଏ । 

 

ଘରେ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ । ତେବ ଏହାକୁ ଭୁଲରେ ମଧ୍ୟ ପଶ୍ଚିମ କିମ୍ବା ଦକ୍ଷୀଣ ଦୀଗରେ ରଖିବା ଉଚିତ୍ ନୁହେଁ । କାରଣ ଏହି ପଶ୍ଚିମ ଦୀଗ ଏବଂ ଦକ୍ଷୀଣ ଦୀଗରେ ତୁଳସୀ ଗଛ ରହିବା ଦ୍ୱାରା ଘରକୁ ନାକରାର୍ତ୍ମକ ଉୃଜା ପ୍ରବେଶ କରିଥାଏ ଯାହାର ପ୍ରଭାବ ଘରର ସମସ୍ତ ସଦଶ୍ୟ ଙ୍କ ଉପରେ ନିଶ୍ଚୟ ପ୍ରଭାବ ପଡିଥାଏ ।

 

 ଯାହା ଦ୍ୱାରାକି ଗୃହ କଳହ ସୃଷ୍ଟି ହୋଇଥାଏ । ଏଣୁ ଏଥି ପ୍ରତି ଧ୍ୟାନ ଦେବେକି ତୁଳସୀ ଗଛକୁ ଭୁଲ ଏହି ଦୀଗରେ ରଖିବେ ନାହିଁ । ତେବେ ଏହାକୁ ସଦା ସର୍ବଦା ପୂର୍ବ ଦିଗରେ କିମ୍ବା ଉତ୍ତର ଦୀଗରେ କିମ୍ବା ଉତ୍ତର ପୂର୍ବ କୋଣରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *