ଘରେ ଥିବା ଗୃହିଣୀ ଙ୍କ ପାଇଁ ଏକ ଦୁଃଖଦ ଖବର । ବଢ଼ିଲା ଗ୍ୟାସ ଦର । ଜାଣନ୍ତୁ କେତେ ଟଙ୍କା ବଢ଼ିଛି….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଘରେ ଥିବା ଗୃହିଣୀ ମାନଙ୍କ ପାଇଁ ଏକ ଦୁଃଖଦ ଖବର ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆମ୍ଭେ ବର୍ତ୍ତମାନ କହିବାକୁ ଯାଉଛି ଗ୍ୟାସ ଦର ରେ ହେଉଥିବା ବୃଦ୍ଧି ସମ୍ପର୍କରେ । ତେବେ ଗତ ଫେବୃଆରୀ ୨ ରେ ଆସିଥିବା ବଜେଟ ପର ଠାରୁ ବର୍ତ୍ତମାନ ସମୟରେ ନିତ୍ୟ ବ୍ୟବହାର ଜିନିଷ ଉପରେ ଦରଦାମ ବଢ଼ିବାରେ ଲାଗିଛି । ଯାହାକି ସାଧାରଣ ଖାଉଟି ମାନଙ୍କ ଉପରେ ସିଧା ସଳଖ ପ୍ରଭାବ ପକାଇଛି । ତେବେ ବର୍ତ୍ତମାନ ସମୟରେ ଗ୍ୟାସ ଦର ରେ ୨୫ ଟଙ୍କା ବୃଦ୍ଧି ପାଇଥିବାର ସୂଚନା ମିଳୁଥିବାର ଜଣା ପଡୁଛି ।

 

ଏହା ସହ ବର୍ତ୍ତମାନ ସମୟରେ କେବଳ ଗ୍ୟାସ ନୁହେଁ ପେଟ୍ରୋଲ ଏବଂ ଡିଜେଲ ଦର ରେ ମଧ୍ୟ ବୃଦ୍ଧି ପାଇଛି । ତେବେ ଗ୍ୟାସ ଗୃହିଣୀ ମାନଙ୍କ ପାଇଁ ନିତ୍ୟ ବ୍ୟବହାର  ପଦାର୍ଥ ।  ତେବେ ବର୍ତ୍ତମାନ ସମୟରେ ଦିଲ୍ଲୀ ରେ ୭୧୯ ମହାରାଷ୍ଟ୍ର ରେ ୭୨୫ ଥିବା ବେଳେ ଦେଶ ରେ ଅନେକ ରାଜ୍ୟ ରେ ଏହାର ବୃଦ୍ଧି କୁ ନେଇ ସୂଚନା ମିଳୁଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *