ହେଲ୍ଲୋ ବନ୍ଧୁ ଗଣ ଆଜି ଆମେ ଗୋଟେ ବିଶେଷ ମହତ୍ୱପୂର୍ଣ୍ଣ ବିଷୟ ଉପରେ କଥା ହବା। ଆପଣ ମାନେ ଏହି ସବୁ କଥା କୁ ସବୁ ବେଳେ ମନେ ରଖିବେ ଆଉ ପାଳନ କରିବେ। ତାହା ହେଲେ କବେ ବ ଅସୁବିଧା ରେ ପଡିବେନି । ଆଜି ର ସେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଭୁଲ ରେ ବି ଏହି ଦିନରେ ତୁଳସୀ ପତ୍ର ତୋଳନ୍ତୁ ନାହିଁ । ଆପଣ ଖାଲି ଏହି ପୋଷ୍ଟ କୁ ମୂଳ ଠାରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତି ଆଉ ସେ ସବୁ ଗୁରୁତ୍ୱ ପୂର୍ଣ୍ଣ କଥା ଗୁଡିକୁ ମନେ ରଖନ୍ତୁ ଆଉ ପାଳନ କରନ୍ତୁ ଭୁଲ ରେ ବି ଏହି ଦିନରେ ତୁଳସୀ ପତ୍ର ତୋଳନ୍ତୁ ନାହିଁ ।
ଆରମ୍ଭ କରିବା ଏହି ପୋଷ୍ଟ ଟିକି ମନ ଧ୍ୟାନ ସହ ଏହି ପୋଷ୍ଟ ଟିକୁ ପଢନ୍ତୁ ଆଉ ଜଣାନ୍ତୁ କି ଭୁଲ ରେ ବି ଏହି ଦିନରେ ତୁଳସୀ ପତ୍ର ତୋଳନ୍ତୁ ନାହିଁ । ଆଉ ଯଦି ଏହି ସବୁ ଦନ ଗୁଡିକରେ ଆପଣ ମାନେ ତୁଳସୀ ପତ୍ର କୁ ତୋଳିଲେ କିମ୍ବା ତୁଳସୀ ପତ୍ର କୁ ଧରିଲେ ଆପଣ ମନଙ୍କ ର କଣ କଣ କ୍ଷତି ହେବ ବୁଝି ପତିବେ ନାହିଁ ସାଥି ଲାଗି ଆପଣ ଏହି ସବୁ କଥା କୁ ମନ ରେ ରଖିବେ ଆଉ ସବୁ ବେଳେ ପାଳନ କରିବେ ଆଉ ଏହି ସବୁ ଦିନ ରେ ତୁଳସୀ ପତ୍ର କୁ ଧରିବେ ନାହିଁ ।
ଆପଣ ଜାଣିଛନ୍ତି କି ତୁଳସୀ ପତ୍ର ର ଉପକାର ପରନ୍ତୁ ତୁଳସୀ ପତ୍ର କୁ ଏହି ସବୁ ଦିନ ରେ କବେ ହେଲେ ତୋଳାନ୍ତୁ ନାହିଁ ସେ ସବୁ ଦିନ ଗୁଡିକ ହେଲା ଏକାଦସି,ଚନ୍ଦ୍ର ଗ୍ରହଣ ,ସୂର୍ଯ୍ୟ ପରାଗ, ରବିବାର ଦିନ କବେ ହେଲେ ତୁଳସୀ ଗଛ କୁ ଛୁଆନ୍ତୁ ନାହିଁ । ଯଦି ଆପଣ ଏହି ସବୁ କଥା କୁ ମାନିବେ ଆଉ ଠିକ ଉପାୟରେ ପାଳନ କରିବେ ତାହା ହେଲେ ଆପଣ କବେ ହେଲେ ଅସୁବିଧା ରେ ପଡିବେ ନାହିଁ । ହେଲେ ଯଦି ଆପଣ ଏହି ସବୁ କୁ ମାନିବେ ନାହିଁ ଆପଣ ଙ୍କ ଗ୍ରହ ର ଦୋଷ ଆଉ ଦେହ ଖରାପ ଆଉ ବହୁତ କିଛି ଅସୁବିଧା ସୃଷ୍ଟି ହବ । ସବୁ ବେଳେ ଏହି ସବୁ କଥା କୁ ମନ ରେ ରହିବେ ଆଉ ଅକ୍ଷରେ ଅକ୍ଷରେ ପାଳନ କରିବେ ସହି ଲୋକ ମାନନଙ୍କ ର କେବେ ହେଲେ ଦୁଃଖ ରହିବନି
ଧନ୍ୟବାଦ ।।