ଘର ର ମୁଖ୍ୟ ଦ୍ବାର ରେ ଭୁଲ ରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ନହେଲେ ହୋଇ ପାରେ ଏହି ସବୁ ଅସୁବିଧା….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  କିଭଳି ଭାବେ ଆପଣ ଘର ର ମୁଖ୍ୟ ଦ୍ବାର ରେ ଭୁଲ ରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ ନହେଲେ ଭୋଗୀ ପାରନ୍ତି ଅସୁବିଧା । ଯାହା ଆପଣ କେବେ ବି ଭାବି ନଥିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଘର ର ମୁଖ୍ୟ ଦ୍ୱାର କୁ ଘର କୁ ଲକ୍ଷ୍ମୀ ଙ୍କ ଆଗମନ ର ରାସ୍ତା କୁହାଯାଇଥାଏ ।ଯେଉଁ ବାଟ ଦେଇ ମା ଲକ୍ଷ୍ମୀ ଯିବା ଆସିବା କରନ୍ତି । ଯଦି ସେହି ସ୍ଥାନ ଟି ରେ ନକରାତ୍ମକ ଉର୍ଜା ଭରି ରହିଥାଏ ତେବେ ସେଠାରୁ ଘରକୁ କେବଳ ନକରାତ୍ମକ ଶକ୍ତି ହିଁ ପ୍ରବେଶ କରିଥାଏ।  

 

ତେବେ ଘର ର ଦ୍ୱାର ଦେଶ ରେ ଯଦି ଆପଣ ଅଳିଆ ,ଆବର୍ଜନା, ଚପଲ କିମ୍ବା ସବୁବେଳେ ଖରାପ କରି ରଖନ୍ତି ତେବେ ଆପଣ ଙ୍କ ଘରକୁ କେବଳ ନକରାତ୍ମକ ଶକ୍ତି ର ପ୍ରବେଶ ହେବ କେବେହେଲେ ସକରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ ।

 

 ତେବେ ଏହି ସ୍ଥାନ କୁ ସଦା ସର୍ବଦା ସଫା ସୁତୁରା ରଖିବା ସହ ,ପ୍ରତିଦିନ ସକାଳେ ଘର ର ଦ୍ୱାର ଦେଶକୁ ଗଙ୍ଗା ପାଣି ପକାନ୍ତୁ ଏବଂ ଦ୍ୱାର ର ଉପରେ ସବୁବେଳେ ଆମ୍ବ ପତ୍ର ଏକ ସୁତା ମାଧ୍ୟମ ରେ ଲଗାନ୍ତୁ । ଯାହା ଫଳରେ ନକରାତ୍ମକ ଉର୍ଜା ଦୂର ହେବା ସହ ସକରାତ୍ମକ ଶକ୍ତି ର ସଂଚାର ହୋଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *