ଘାରିଲା କରୋନା ଭୟ । ଏପ୍ରିଲ ଖୋଲି ବନି ସ୍କୁଲ ! ଏହି ଦିନ ଠାରୁ ଖୋଲିବ ସ୍କୁଲ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଏହି  ରାଜ୍ୟ ର ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତି ଯାହା ଦ୍ୱାରା ରାଜ୍ୟ ର ସମସ୍ତ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ମାନ ବନ୍ଦ ରହିବ ସେ ବିଷୟରେ କହିବାକୁ ଯାଉଛୁ । 

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।ତେବେ ଭାରତ ରେ ବର୍ତ୍ତମାନ ବହୁ ସହର କରୋନା ର ନୂଆ ଷ୍ଟ୍ରେନ ଆରମ୍ଭ ହୋଇ ଗଲାଣି । ତେବେ ସେଥିପାଇଁ  ବିଭିନ୍ନ ସ୍ଥାନ ରେ କରୋନା କୁ ନେଇ ବିଭିନ୍ନ ନିୟମ କଡାକଡି ପାଳନ କରାଯାଉଛି । ତେବେ କରୋନା ର ବର୍ଦ୍ଧିତ ଷ୍ଟ୍ରେନ କୁ ଦୃଷ୍ଟି ଆଗରେ ରଖି ।

 

ମଧ୍ୟପ୍ରଦେଶ ର ସମସ୍ତ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରି ଏବଂ ବେସରକାରୀ  ସ୍କୁଲ  ବନ୍ଦ ରହିବ । ଏହା ଛଡା ପିଲା ମାନେ ବିନା ପରୀକ୍ଷାରେ ପାସ କରିବେ । ତେବେ ଏହା ବଦଳରେ ସେମାନଙ୍କ ଠାରୁ ଆସାଇନମେଣ୍ଟ ନିଆଯିବ । ତେବେ ଯାହାକୁ ନେଇ ବହୁ ଛାତ୍ର ଛାତ୍ରୀ ମନଦୁଃଖ କରିଥିବା ବେଳେ ବହୁ ଅଭିଭାବକ ମାନେ ସରକାର ଙ୍କ ଏହି କାର୍ଯ୍ୟକ୍ରମ କୁ ସମର୍ଥନ ଜଣାଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

  

Leave a Reply

Your email address will not be published. Required fields are marked *