ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ବଡ଼ ଭଉଣୀ ନିଜ ଚତୁର୍ଥୀ ପୂର୍ବ ଦିନ ରାତିରେ ପୁରୁଣା ପ୍ରେମିକ ସହିତ ହୋଇଯାଇଛି ଫେରାର । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ଏହା ଏକ ହାସ୍ୟସ୍ପଦ ଘଟଣା ଯାହା ଅବିଶ୍ୱାସ ଲାଗୁଥିଲେ ବି ସତ୍ୟ ଅଟେ ।
ଏହା ଭଳି ଘଟଣା ର ମୁଖ୍ୟ କାରଣ ହେଉଛନ୍ତି ବାପା ମା କାରଣ ଯଦି ସେ ନିଜର ଝିଅ ର ବାହାଘର ପୁର୍ବରୁ ତା ବାପ ମା ଏ ବିଷୟରେ ତାଙ୍କ ଝିଅ କୁ ପଚାରି ଥାନ୍ତେ ସେ ଆଜି ଏଭଲି ଵେଇଜତ ହୋଇନଥାନ୍ତେ । ସେ ନିଯେ ତ ହେଲେ ହେଲେ ପୁଅ ଘର ର ବି ମାନ ଇଜ୍ଜତ ତଳେ ପକାଇ ଦେଲେ । ଏହି ଭଳି ଏକ ଘଟଣା ଦେଖିବାକୁ ମିଲିଛି ଅନୁଗୁଳ ଉପକଣ୍ଠ ରେ । ସୂଚନା ମୁତାବିକ, ସହର ଉପକଣ୍ଠରେ ଜଣେ ଯୁବକ ଗତ ୧ ତାରିଖ ଦିନ କାଙ୍ଗୁଲା ଅଞ୍ଚଳରେ ବିବାହ କରିଥିଲେ। ବାହାଘର ଦିନ ପୁଅ-ବୋହୂ ଘରକୁ ଫେରିଥିବା।
ସାଥୀରେ ଆସିଥିଲେ ଅନ୍ୟମାନଙ୍କ ମଧ୍ୟରେ ନବବଧୂଙ୍କ ସାନଭଉଣୀ ଶୁକ୍ରବାର ଥିଲା ଚତୁର୍ଥୀ, ଦିନବେଳା ରିସେପ୍ସନ୍ ପାର୍ଟି ମଧ୍ୟ ଥିଲା। ତେଣୁ ଗୁରୁବାର ରାତି ଅଧରୁ ଭୋଜି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ବିଳମ୍ବିତ ରାତିରେ ନବବଧୂ ଏକୁଟିଆ ପଦାକୁ ଆସିବାକୁ ପରିବାର ଲୋକ ପଚରାଉଚୁରା କରିଥିଲେ। ଘର ଛାଡ଼ି ଆସିଥିବାରୁ ଭଳ ଲାଗୁନଥିବା ଦର୍ଶାଇ ନବବଧୂ ଏହାକୁ ଏଡ଼ାଇ ଯାଇଥିଲେ। ସମସ୍ତେ ଭୋଜି ପାଇଁ ବ୍ୟସ୍ତ ଥିବା ବେଳେ ଭୋର୍ରୁ ଦେଖିଲା ବେଳକୁ ନବବଧୂ ଚମ୍ପଟ୍ ମାରିଥିଲେ। ସେ ତାଙ୍କ ପ୍ରେମିକ ସହିତ ଫେରାର୍ ହୋଇଯାଇଥିବା ଜଣାପଡିଛି।ପରିବାର ଲୋକ ଏହା ଜାଣିବା ପରେ ସେମାନଙ୍କ ପିଛା କରିବା ସତ୍ତେ୍ବ କାବୁ କରିପାରିନଥିଲେ।
ଝିଅ ପଳାଇଥିବା ଜାଣି ସକାଳୁ ଝିଅ ପକ୍ଷ ପହଞ୍ଚିଥିଲେ। ଉଭୟ ପକ୍ଷ ମଧ୍ୟରେ ବଚାରବମର୍ଷ ପରେ ସାଥୀରେ ଆସିଥିବା ନାବାଳିକା ଶାଳୀଙ୍କ ସହ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ଏମିତିକି ବିବାହ ମଧ୍ୟ ସମ୍ପନ୍ନ ହୋଇଛି। କନ୍ୟା ନାବାଳିକା ବୋଲି ଜଣାପଡ଼ିବା ପରେ ଅପରାହ୍ନରେ ଅଙ୍ଗନବାଡ଼ କର୍ମୀଙ୍କ ସମେତ ସିଡ଼ିପିଓ ପହଞ୍ଚିଥିଲେ। ଦୀର୍ଘ ସମୟ ଆଲୋଚନା ପରେ ନାବାଳିକା ତାଙ୍କ ବାପା- ମାଙ୍କ ସହ ଘରକୁ ଫେରିଥିବା ଜଣାପଡ଼ିଛି। ନାବାଳିକାଙ୍କୁ ୧୮ ବର୍ଷ ହେବା ପରେ ସେ ଏହି ବିବାହ କରିପାରିବେ ବୋଲି ଚୁକ୍ତି ହୋଇଥିବା ସିଡିପିଓ ପ୍ରକାଣ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।