ଚତୁର୍ଥୀ ପାଇଁ ପୂଜା କଲେ ନୂଆ ବାହା ହୋଇଥିବା ସଭ୍ୟ ଏବଂ ଅର୍ଚ୍ଚିତା ।

ଚତୁର୍ଥୀ ପାଇଁ ପୂଜା କଲେ ନୂଆ ବାହା ହୋଇଥିବା ସଭ୍ୟ ଏବଂ ଅର୍ଚ୍ଚିତା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଅର୍ଚ୍ଚିତା ଏବଂ ସଭ୍ୟସାଚୀ ଙ୍କ ବାହାଘର ଚତୁର୍ଥୀ ପୂଜା  ସମୟ ର କିଛି ଫୋଟୋ ଏବଂ ଭିଡ଼ିଓ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବହୁ ସମୟ ର ଅନ୍ତଃ ଘଟାଇ ଓଲିଉଡ ଇଣ୍ଡଷ୍ଟ୍ରି ର ଦୁଇ ସୁପରଷ୍ଟାର ଅର୍ଚ୍ଚିତା ଏବଂ ସଭ୍ୟସାଚୀ ବିବାହ କରିଛନ୍ତି । ତେବେ ଯାହାର ଅପେକ୍ଷା ରେ ସାରା ଓଡିଶା ଚାହିଁ ରହିଥିବା ବେଳେ ସେମାନେ ଓଡିଶା ଠାରୁ ବୋହୁ ଦୂରରେ ରାଜସ୍ଥାନ ରେ ବାହା ହୋଇଛନ୍ତି । ତେବେ ଓଡ଼ିଶାର ଲୋକ ମାନେ ସେମାନଙ୍କ ବାହାଘର ର ସମସ୍ତ ଅପଡେଟ କୁ ଚାତକ ଭଳି ଚାହିଁ ରହିଛନ୍ତି ।

 

ତେବେ ବର୍ତ୍ତମାନ ସଭ୍ୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜ ଵାହାଘର ର ଏକ ଛୋଟ ଭିଡ଼ିଓ ଛାଡିଛନ୍ତି । ଯେଉଁଥିରେ ସେ ବର ହୋଇ ଘୋଡା ଉପରେ ବସିଛନ୍ତି । ବେଦୀ କୁ ଯିବା ପୂର୍ବରୁ ତାଙ୍କର ହାତ ଟେକା ନାଚ ଏବଂ ଅର୍ଚ୍ଚିତା ନିଜ ସହଯୋଗୀ ମାନଙ୍କ ସହ ବେଦୀ କୁ ଆସିବାର ଦୃଶ୍ୟ ସବୁ ଏହି ଭିଡ଼ିଓ ମାଧ୍ୟମରେ ଆପଣ ମାନେ ଦେଖିବାକୁ ପାଇବେ । 

ତେବେ ବର୍ତ୍ତମାନ ସମୟରେ ସଭ୍ୟ ଏବଂ ଅର୍ଚ୍ଚିତା ନିଜର ରିସେପସନ ପାର୍ଟି ସେହି ରାଜସ୍ଥାନ ରେ ସେଲିବ୍ରେସନ କରିଛନ୍ତି । ତେବେ ସେଠାରେ ସେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ବାହା ହୋଇଥିଲେ ଏହା ପରେ ମଧ୍ୟ ସେମାନେ ନିଜ ଚତୁର୍ଥୀ କାର୍ଯ୍ୟ କୁ ମଧ୍ୟ ରାଜସ୍ଥାନ ରେ ହିନ୍ଦୁ ରୀତି ଅନୁସାରେ ସମାପ୍ତ କରିଛନ୍ତି । ତାହାର ସମ୍ପୂର୍ଣ୍ଣ ଭିଡ଼ିଓ ବର୍ତ୍ତମାନ ସମୟରେ ନିଜ ସୋସିଆଲ ମିଡ଼ିଆ ରେ ଚଡି ଚର୍ଚ୍ଚା ସାଉଁଟିଛନ୍ତି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *