ଚତୁର୍ଥୀ ରାତିରେ ଘଟିଥିଲା କିଛି ଏମିତି । ହେଲା ଖୁଲାସା ଭିଡ଼ିଓ ଦେଖ ଏମିତି….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଅତ୍ୟାଚାର ସହୁଛନ୍ତି ସ୍ବାମୀ । ଜୋର୍ ଜବରଦସ୍ତ ବିବାହ କରି ଠକିଲେ ମହିଳା । ମୁକ୍ତି ପାଇଁ ସ୍ବାମୀ ଆଇନ୍ ର ସାହାରା ରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

                     

ପ୍ରେମ ଏକ ଏପରି ଶବ୍ଦ ଯାହା ଦୁଇ ହୃଦୟ କୁ ବାନ୍ଧି ରଖି ଥାଏ । କୌଣସି ବି ସମ୍ପର୍କ ରେ ପ୍ରେମ ରହିବା ନିହାତି ଆବଶ୍ୟକ । କେବଳ ପ୍ରେମିକ ପ୍ରେମିକା ଙ୍କ ଭିତରେ ଥିବା ସଂପର୍କ କୁ ପ୍ରେମ କୁହା ଯାଏ ନାହି । ପ୍ରେମ ର ସ୍ଵାଦ ନିଆରା । ତେବେ ସେହି ପ୍ରେମ କେତେବଳେ କାହା ପାଇଁ ପ୍ରତାରଣା ସଜି ଥାଏ ତ କେତେ ବେଳେ ପ୍ରେମ ରୋମାଞ୍ଚକ ହୋଇ ଥାଏ । ପ୍ରେମ ର କୌଣସି ପରି ଭାଷା ନ ଥାଏ । ପ୍ରେମ ନିଶ୍ଚୟ ଥରେ ହୋଇ ଥାଏ । ତାହାର କୌଣସି ସମୟ ନାହିଁ । ଜାତି , ଗୋତ୍ର, ଧର୍ମ, ଏସବୁ କିଛି ମାନି ନଥାଏ ପ୍ରେମ । କେତେବଳେ କେଉଁଠି କେଉଁ ମୁହୂର୍ତ୍ତ ରେ କାହାକୁ ହୋଇ ଯିବ ତାର କୌଣସି ଠିକଣା ନାହି । ବର୍ତ୍ତମାନ ଯୁବପିଢୀ ଙ୍କ ପାଇଁ ଭଲପାଇବା ର ଅର୍ଥ କିଛି ଅଲଗା । ପ୍ରେମ ର ପରିଭାଷା କୁ ସମ୍ପୂର୍ଣ ପରିବର୍ତ୍ତନ କରି ଦେଇଛନ୍ତି । ପ୍ରେମ ଜଣଙ୍କୁ କରୁଛନ୍ତି ତ ବିବାହ ଆଉ ଜଣଙ୍କୁ । ପୁଣି ବିବାହ ପରେ ମଧ୍ୟ ପ୍ରେମ ର ପରିଭାଷା କୁ ବଦଳାଇ ଦେଇଛନ୍ତି । 

 

ନାରୀ ମାନେ ସବୁ ବେଳେ ଅବଳା , ଦୁର୍ବଳା ର ପରିଚୟ ପାଇ ଥାନ୍ତି । ସବୁ ବେଳେ ସମାଜ ରେ ସେମାନେ ଦଳିତ ହୋଇ ଆସୁଛନ୍ତି । ସମସ୍ତ ପ୍ରକାର ଶାରୀରିକ ଓ ମାନସିକ ଅତ୍ୟାଚାର ହେଉଛି ନାରୀ ଙ୍କ ଉପରେ । କିନ୍ତୁ ପୁରୁଷ ଜାତି ଉପରେ ମଧ୍ୟ ସବୁବେଳେ ଭଲ ଯାଇ ନଥାଏ । ଅର୍ଥାତ୍ ପୁରୁଷ ଜାତି ଉପରେ ମଧ୍ୟ ଅନେକ ଅତ୍ୟାଚାର ହୋଇଥାଏ । ଯେପରି କି କର୍ମ କ୍ଷେତ୍ର ରେ ଉଚ୍ଚ ସ୍ତରୀୟ ଲୋକ ବେଳେ ବେଳେ ଅତ୍ୟାଚାର କରିଥାନ୍ତି । କିନ୍ତୁ ଜଣେ ମହିଳା , ଜଣେ ପୁରୁଷ ଙ୍କ ଉପରେ ଅତ୍ୟାଚାର କରିଥିବା ଖବର ଆମେ ଅନେକ କମ୍ ଶୁଣିବାକୁ ପାଇଥାଉ । କିନ୍ତୁ ଏହା ଘଟିଥାଏ । ସେହିପରି ଏକ ଘଟଣା , ଅଭିଯୋଗ ଆସିଛି ନିଜ ସ୍ତ୍ରୀ ଙ୍କ ଉପରେ । ଅଭିଯୋଗ କରିଛନ୍ତି ସ୍ବାମୀ । ସରକାର ଙ୍କ ନିକଟ ରେ ପୁରୁଷ ଙ୍କ ପାଇଁ ବ୍ୟବସ୍ଥା ହେଉ ବୋଲି ଅନୁରୋଧ କରିଛନ୍ତି । ଘଟଣା ଅନୁସାରେ ମୋହିତ ଶର୍ମା ଙ୍କ ସହିତ ଫେସବୁକ୍ ସୋସିଆଲ ମିଡିଆ ରେ ଜଣେ ମହିଳା ଙ୍କ ସହିତ । ସମ୍ପର୍କ ଗଢିବା ପରେ ତାହା ବଢିଥିଲା ଚାରି ପର୍ଷ ପର୍ଯ୍ୟନ୍ତ । ତେବେ ମହିଳା ଜଣକ ମୋହିତ ଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ।  ବିବାହ ନ କରିଲେ ଏତେ ବର୍ଷ ର ମେସେଜ ସହିତ ମିଛ କହି ସେ ମୋହିତ ଙ୍କୁ ଜେଲ ପଠାଇଦେବେ ବା ମାରିଦେବେ ବୋଲି ଧମକ ଦେଇଥିଲେ । ଏପରି ଭାବେ ଅତ୍ୟାଚାର କରି ଧମକାଇ ବିବାହ ହୋଇଥିଲା ନଭେମ୍ବର ୨୫ ରେ ବାଲେଶ୍ୱର ଠାରେ । ତେବେ ବିବାହ ର ଚତୁର୍ଥୀ ଦିନ ସେହି ମହିଳା ଙ୍କ ପ୍ରେମିକ ଙ୍କ କଲ୍ ଆସିଲା ଯେ ସେମାନଙ୍କ ର ପୂର୍ବ ରୁ ବିବାହ ସରିଛି ଓ ସନ୍ତାନ ମଧ୍ୟ ଅଛି । ତଥା ମହିଳା ଙ୍କ ନଗ୍ନ ଭିଡିଓ ପ୍ରେମିକ ମୋହିତ ଙ୍କ ପାଖକୁ ପଠାଇଥିଲେ ଓ ଏହା ମଧ୍ୟ କହିଥିଲେ ଯେ ମହିଳା ଙ୍କ ପ୍ରାଇଭେଟ୍ ଅଙ୍ଗ ରେ ପ୍ରେମିକ ଙ୍କ ନାମ ଲେଖା ହୋଇଛି । ଏପରି ମହିଳା ଙ୍କ ଠୁ ନିଜକୁ ରକ୍ଷା କରିବାକୁ ଯାଇ ଥାନା ରେ ଏତଲା ଦେଇଛନ୍ତି ମୋହିତ ଶର୍ମା । ମିଡ଼ିଆ ସମ୍ମୁଖ ରେ ନିଜ ସ୍ତ୍ରୀ ଙ୍କ ଠୁ ଅଲଗା ହେବା ପାଇଁ ଅନୁରୋଧ କରିଛନ୍ତି । ମହିଳା ମାନଙ୍କ ଯେପରି ଅଲଗା ଆଇନ୍ ରହିଛି ଠିକ୍ ସେହିପରି ପୁରୁଷ ଙ୍କ ପାଇଁ ରହିବା ଦରକାର ବୋଲି ଅନୁରୋଧ କରିଛନ୍ତି ମୋହିତ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *