ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ବନ୍ଧୁଗଣ ଆପଣ ଙ୍କୁ ଆମେ ଏମଟି ଏକ ଦମଦାର ଖବର ନେଇ ଆସିଚୁ ଯାହା ଦେଖିଲେ ଆପଣ କହିବେ ଆଉ ସମାଜ ରେ କିଛି ନାହି । ଏବେକାର ଯୁବ ସମାଜ ଏତେ ଖସିଯାଇଛି ନିଜ ର ଇଜତ୍ ମହତ୍ ସହ ନିଜ ବାପା ମାଆଙ୍କ ର ଇଜ୍ଜତ ବି ସମାଜ ରେ ତଳକୁ କରୁଛନ୍ତି । ଖବର ବିଷୟରେ ସବିଶେଷ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।
ବନ୍ଧୁଗଣ ଆପଣ ଜାଣିଛନ୍ତି ଏବେ କାର ଯୁବ ସମାଜ ଏତେ ତଳକୁ ଖସି ଯାଇଛି ଯେ ପ୍ରେମ ଏବଂ ସେକ୍ସ ତାଙ୍କ ପାଇଁ ପ୍ରମୁଖ । ଏବଂ ସେ ସେକ୍ସ ପାଇଁ ନିଜ ଇଜ୍ଜତ ମହତ କୁ ତଳେ ପକେଇ ଦିଅନ୍ତି । ଏମିତି ଏକ ଘଟଣା ଘଟିଛି ଯାହା ଚଳନ୍ତା ଟ୍ରେନ ରେ ଆପଣ ଜାଣିଲେ ଅବାକ୍ ହେଇଯିବେ ।
ଦୁଇ ଜଣ କଲେଜ ଛାତ୍ର ଏବଂ ଛାତ୍ରୀ ପ୍ରେମ କରିବା ପାଇଁ ଆଉ କୌଣସି ଜାଗା ପାଇଲେନି ସେମାନେ ଚଳନ୍ତା ଟ୍ରେନ ରେ ଟ୍ରେନ ଫାଙ୍କା ଦେଖି ନିଜ ଉପରେ ନିୟନ୍ତ୍ରଣ ହରେଇ ବସିଥିଲେ ଏବଂ ଟ୍ରେନ ଭିତରେ ସେକ୍ସ କରିବାରେ ଲିପ୍ତ ଥିଲେ । ଠିକ୍ ସମୟରେ କିଛି ଟ୍ରେନ ରେ ଯାତ୍ରା କରୁଥିବା ଯୁବକ ଏହାକୁ ଦେଖି ଥିଲେ ଏବଂ ମୋବାଇଲ ରେ ରେକର୍ଡ଼ କରିନେଇଥିଲେ । ଆପଣ ଭିଡିଓ କୁ ଦେଖିଲେ ସବୁ ଜାଣିପାରିବେ ।
ଏହି ଦୁଇ ଜଣ ଓଡ଼ିଶା ଯୁବକ ଯୁବତୀ ପ୍ରେମ କରିବା ପାଇଁ ଜାଗା ନ ପାଇଁ ଓଡ଼ିଶା ଲୋକାଲ ଟ୍ରେନ ରେ ଫାଙ୍କା ଦେଖି ରୋମାନ୍ସ କରୁଥିଲେ ଠିକ୍ ସମୟରେ କିଛି ଯୋବକ ଟ୍ରେନ ରେ ତାଙ୍କୁ ଦେଖି ନେଇଥିଲେ ତଥାପି ସେମାନେ ଡରି ନଥିଲେ ତାଙ୍କର ରୋମାନ୍ସ କରିବାରେ ଲାଗିଥିଲେ । ଠିକ୍ ସମୟରେ ଟ୍ରେନ ରେ କିଛି କିନ୍ନର ଆସି ପହଞ୍ଚିଗଲେ ଏବଂ ସେ ଦୁଇ ଜଣକୁ ଧରି ବହୁତ୍ ଖରାପ୍ ବେଵହର କଲେ ତାଙ୍କୁ ବହୁତ୍ ବଡ଼େଇଲେ । ପଚାରିଲେ ତମ ଦୁଇ ଜଣଙ୍କର ବୟସ କେତେ ତମର ସାହସ କେମିତି ହେଲା ଟ୍ରେନ ରେ ଏମିତି କାମ କରିବା ପାଇଁ । ତାହା ପରେ ସେମାନଙ୍କ ଭିତରୁ ଜଣେ ଭାଇ ଭିଡିଓ vairal କରି ଦେଇଥିଲେ ଦେଖ ଏହି ଭିଡ଼ିଓ ….
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।