ଚାଣକ୍ୟ ନୀତି : ଏହି ଚାରୋଟି ଜିନିଷ କରିବାରେ କେବେ ବି ପଛ ଘୁଞ୍ଚା ଦିଅନ୍ତୁ ନାହିଁ ।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଛୁ। ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନ ଙ୍କୁ ଜଣାଇବାକୁ ଯାଉଛୁ ଯେ ଭାରତୀୟ ସଂସ୍କୃତି ର ସବୁ ଠାରୁ ଜ୍ଞାନୀ ତଥା ମହାନ ପଣ୍ଡିତ ଚାଣକ୍ୟ ଙ୍କ କହି ଥିବା ଏକ ମହତ୍ୱପୂର୍ଣ କଥା ସମ୍ବନ୍ଧରେ । ଚାଣକ୍ୟ ନିଜ ଚାନକ୍ୟ ନୀତି ମାଧ୍ୟମ ରେ ଏମିତିକା ବହୁତ ଜିନିଷ ବିଷୟରେ କହିଛନ୍ତି ତାହା ମନିଷ ସାମଜ ଉପରେ ବହୁତ ପ୍ରଭାବ ପକାଇଥାଏ ।ତାହା ସାଧାରଣ ମଣିଷ ର ଜୀବନ କୁ ସୁଖକାରୀ ଏବଂ ଲାଭଦାୟ କରାଇଦିଏ ।ଚାଣକ୍ୟ ସାମାନ୍ୟ ଲୋକଙ୍କ ଜୀବନରେ ଆସୁଥିବା ଅସୁବିଧା ଏବଂ କର୍ମ ବିଷୟରେ ଏହି ପୁସ୍ତକ ରେ ଉଲେଖ କରିଛନ୍ତି ।ଏବଂ କେଉଁ କାମ କରିବା ଉଚିତ ଏବଂ ଅନୁଚିତ ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି । ତେବେ ତାହେଲେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ରେ କେବେ ପଛ ଘୁଞ୍ଚା ଦେବା କଥା ନୁହେଁ।
ଖାଦ୍ୟ ଖାଇବା – ହଁ ଆଜ୍ଞା ଖାଦ୍ୟ ଖାଇ ବା ବେଳେ ଯଦି ଆପଣ ଲାଜ କରୁଛନ୍ତି ।ତେବେ ତାହାର ଭାରି କୁ ପ୍ରଭାବ ପଡିଥାଏ ।ଲାଜ କରିବା ଦ୍ୱାରା ଆପଣ ଅଧା ଖାଇ ଥାନ୍ତି ।ଯାହା ଫଳରେ ଆପଣ ଙ୍କର ପେଟ ପୁରି ନ ଥାଏ ।ଆପଣ ଓପାସ ରହିବା ସହ ବିଭିନ୍ନ ପେଟ ସମସ୍ୟା ଦେଖା ଦେଇଥାଏ ।ଯାହା ଫଳରେ ଆପଣ ବହୁ ରୋଗ ଏବଂ ସମସ୍ୟା ର ଅଧିକାରୀ ହୋଇଥାନ୍ତି ।
ପାଠପଢିବା- ଯଦି ଆପଣ ବିଦ୍ୟା ଆହରଣ ବା ପାଠ ପଢିବା ବେଳେ ଲାଜ କରୁଥାନ୍ତି ।କୌଣସି ପ୍ରଶ୍ନ ଶିକ୍ଷକ ଙ୍କୁ ପଚାରିବାକୁ ଲାଜ କିମ୍ବା ପଛ ଘୁଞ୍ଚା ଦେଉଥାନ୍ତି ।ତାହେଲେ ତାହାର ପ୍ରଭାବ ଜୀବନ ସାରା ଆପଣ ଭୋଗିଥାନ୍ତି।କାରଣ ଆପଣ କୌଣସି ପ୍ରଶ୍ନ ନ ପଚାରିବା ଦ୍ଵାରା ଆପଣ ନିଜ ର ମନ ଭିତରେ ସେ ପ୍ରଶ୍ନ ରଖିଥାନ୍ତି ଯାହାର ଉତ୍ତର ନ ପାଇ ସେ ପ୍ରଶ୍ନ କୁ ଛାଡ଼ି ଦିଅନ୍ତି ।
ସମ୍ବନ୍ଧ- ଯଦି ଆପଣ ନିଜ ପତି କିମ୍ବା ପତ୍ନୀ ସହ ସମ୍ପର୍କ ରଖିବା ପାଇଁ ପଛ ଘୁଞ୍ଚା ଦେଉଥାନ୍ତି ତେବେ ଆପଣ ସାରା ଜୀବନ ପସ୍ଥାଇ ଥାଆନ୍ତି ।କାରଣ ଆପଣ ନିଜ ସ୍ତ୍ରୀ କିମ୍ବା ସ୍ୱାମୀ ସହ ସମପର୍କ ସ୍ଥାପନା ନ କଲେ ଅନ୍ୟ ସ୍ତ୍ରୀ କିମ୍ବା ପୁରୁଷ ଠାରୁ ସେମାନେ ସମ୍ପର୍କ ର ଆଶା ପ୍ରକାଶ କରିଥାନ୍ତି ।ଯାହା ଫଲରେ ସେ ବହୁତ ହଇରାଣ ହୋଇଥାନ୍ତି ।ସେଥିପାଇଁ କେବେ ହେଲେ ନିଜ ସ୍ତ୍ରୀ କିମ୍ବା ସ୍ୱାମୀ ସହ ସମ୍ପର୍କ ରଖିବା ପାଇଁ ପଛ ଘୁଞ୍ଚା ଦେଇ ନଥାନ୍ତି ।
କରଜ ମାଗିବା- କରଜ ଏଜ ଏମିତିକା ଜିନିଷ ଯାହା ନେବା ପାଇଁ ତ ସମସ୍ତେ ହାତ ବଢ଼ାଇ ଥାନ୍ତି କିନ୍ତୁ ଦେବା ପାଇଁ କାହାର ଇଛା ନଥାଏ ।ସେଥିପାଇଁ ତ କରଜ ନେବା ଲୋକ ମାନଙ୍କୁ ଟଙ୍କା ମାଗିବା ପାଇଁ କେବେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ ।ଠିକ ସମୟ ପୂର୍ବରୁ ଆପଣଙ୍କ ଟଙ୍କା ମାଗନ୍ତୁ ।
ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।
ଧନ୍ୟବାଦ ।