ଚାରି ଚାରି ଜଣ ସ୍ତ୍ରୀ ଙ୍କ ସହ ରାସଲୀଳା କରୁଥିଲେ  କଳା ଶିକ୍ଷକ । ଧରା ପଡିବା ପରେ ଅବସ୍ଥା ସାଙ୍ଘାତିକ …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ କଳା ଶିକ୍ଷକ ୪ ଜଣ ସ୍ତ୍ରୀ ଙ୍କ ସହ ରଚିଥିଲେ ସଂସାର ଏବଂ ଧରା ପଡିବା ପରେ ଅବସ୍ଥା କଣ ହେଲା ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ କଟକ ସାଲେପୁର ଅଞ୍ଚଳ ରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଯେଉଁଥିରେ ସାଲେପୁର ଗୋପୀନାଥପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କଳା ବିଷୟରେ ଅଧ୍ୟକ୍ଷତା କରୁଥିବା କୃଷ୍ଣଚନ୍ଦ୍ର ନାୟକ ଙ୍କ ନାମ ରେ । ତେବେ ଅଭିଯୋଗ ଅନୁସାରେ ଏହି ଶିକ୍ଷକ ୨୦୦୧ ରୁ ୨୦୨୦ ଭିତରେ  ୪ ଜଣ କୁ ବିବାହ କରିଛନ୍ତି ।

 

 ତେବେ ପ୍ରଥମେ ସେ ୨୦୦୧ ରେ ରାଉସ ପୁର ଅଞ୍ଚଳ ରୁ ପ୍ରଥମେ ଜଣକୁ ବିବାହ କରିଥିଲେ । ଏହା ପରେ ସେ ଦ୍ଵିତୀୟ ରେ ୨୦୦୮ ଏବଂ ପରେ ୨୦୧୬ ଏହା ପରେ ସେ ଲକଡାଉନ ରେ ଘରେ ନରହି ସେ ୨୦୨୦ ରେ ଅନ୍ୟ ଜଣକୁ ଵିଵାହ କଲେ । ତେବେ ବର୍ତ୍ତମାନ କଳା ଶିକ୍ଷକ ଙ୍କ ନାମରେ 3 ଟି ଏତାଲା ୩ ଜଣ ସ୍ତ୍ରୀ ଦେବା ପରେ ବର୍ତ୍ତମାନ ତାଙ୍କୁ ଥାନା କୁ ଆଣି ଜେରା କରାଯାଉଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *