ଚାଷୀ ଆନ୍ଦୋଳନ ବିଷୟରେ କୋହଲି ଦେଲେ ଭୟଙ୍କର ବୟାନ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ କୋହଲି କ୍ରିକେଟ ମ୍ୟାଚ ପୂର୍ବରୁ ଚାଷୀ ଆନ୍ଦୋଳନ ସମ୍ପର୍କରେ ଏହି ମତ ଦେଇଥିଲେ ଏବଂ କଣ ମତ ଦେଇଥିଲେ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ବିରାଟ କୋହଲି ହେଉଛନ୍ତି ଭାରତ ଦଳ ଅଧିନାୟକ । ସେ ଗତ ଭାରତ ଇଂଲଣ୍ଡ ଟେଷ୍ଟ ମ୍ୟାଚ ପୂର୍ବରୁ ଏକ ମିଟିଙ୍ଗ ରେ ସେ ଚାଷୀ ଆନ୍ଦୋଳନ ସମ୍ପର୍କରେ କିଛି କହିଥିଲେ । ତେବେ ସେ କହିଥିଲେ କି ବର୍ତ୍ତମାନ ଦେଶ ରେ ଚାଲୁଥିବା କୃଷି ଆଦୋଳନ ର ଚର୍ଚ୍ଚା ସବୁବେଳେ ଡ୍ରେସିଂ ରୁମ ରେ ଖେଳାଳି ମାନଙ୍କ ମଧ୍ୟରେ ଚାଲୁଅଛି ଯାହାକୁ ନେଇ ବିଭିନ୍ନ ଖେଳାଳି ଭିନ୍ନ ଭିନ୍ନ ମତ ବ୍ୟକ୍ତ କରିଛନ୍ତି । 

 

ଯାହାକୁ ସେମାନେ ନିଜ ଟୁଇଟର ଆକାଉଣ୍ଟ ରେ ଟୁଇଟ କରି ଜଣାଇ ସାରିଛନ୍ତି । ତେବେ ସେମାନେ ଦେଶ ର କୃଷକ ମାନଙ୍କ ସହ ସବୁବେଳେ ରହିବା ସହ କୃଷକ ମାନଙ୍କୁ ନିୟମ ସହ ଆସି ବୁଝା ମଣା କରିବା ସହ ସରକାରଙ୍କୁ ତାଙ୍କ ସମସ୍ୟା ର ସମାଧାନ କରିବା ପାଈଁ ଅନୁରୋଧ କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *