ଚୀନ ଗାଲ ରେ ଶକ୍ତ ଚାପୁଡ଼ା । ଭାରତ ତରଫରୁ ଲାଗୁ ହେଲା ଏହି ନିୟମ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ଚୀନ ଗାଲ ରେ ବସିଛି ଶକ୍ତ ଚାପୁଡା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଗତ ବର୍ଷ ଭାରତ କେଉଁ ଭଳି ଭାବେ ଚୀନ ର ୧୫୦ ରୁ ଅଧିକ ଆପ କୁ ଭାରତ ରେ ବନ୍ଦ କରିଦେଲା । ଏହା ସହ ୭୦ ରୁ ଉର୍ଦ୍ଧ୍ ଆପ କୁ ଭାରତ ରୁ ସମ୍ପୂର୍ଣ ଭାବେ ଭାରତ ରେ ନ ଚଳାଇ ଦେବାକୁ ପରାମର୍ଶ ଦେଇଛନ୍ତି । ତେବେ ଏଭଳି ସ୍ଥଳେ ବର୍ତ୍ତମାନ ଚୀନ ସରକାର ଙ୍କ ନାକେଦମ ହୋଇ ଗଲାଣି । ଯାହା ଫଳରେ ସେ କହିଛନ୍ତି କି ଭାରତୀୟ ସରକାର ବିଶ୍ୱ ବାଣିଜ୍ୟ ସଂଗଠନ ର ନିୟମ କୁ ଉଲଂଘନ କରୁଛନ୍ତି ବୋଲି । 

 

ଏହା ଛଡା ଚୀନ ଭାରତ କୁ ଚେତାବନୀ ଦେଇଛନ୍ତି ଯଦି ଏହି ଆପ ଗୁଡିକୁ ଭାରତ ରେ କରାଯାଇଥିବା ବ୍ୟାନ କୁ ରଦ୍ଦ ନ କରାଯାଏ ତେବେ ଏହା ଭାରତ ପ୍ରତି ବିପଦ ହେବ ବୋଲି କହିଛନ୍ତି । ତେବେ ଏଥିରୁ ଜଣା ପଡୁଛି ଯେ ଚୀନ ଗାଲରେ ସତରେ ଏକ ସପ୍ତ ଜାବୁଡା ଭାରତ ସରକାର ଙ୍କ ଦ୍ଵାରା ବସାଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *