ଚୀନ ସୈନ୍ୟ ଙ୍କୁ ଯୁଧ୍ୟ ପାଇଁ ପ୍ରସ୍ତୁତ ରହିବାକୁ ଆଦେଶ ଦେଲା ଚୀନ ସରକାର …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଚୀନ ସରକାର ଯୁଧ୍ୟ ପାଇଁ ଚୀନ ସୈନ୍ୟ ବାହିନୀ ଙ୍କୁ କାହ୍ନିକି ଆଦେଶ ଦେଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ କିଛିଦିନ ହେବ ଚୀନ ନିଜ ସୀମା ତଥା ସ୍ଥଳ ଭାଗରେ ଆଉ ଜଳ ଭାଗରେ ନିଜ ର ସୈନ୍ୟ ବାହିନୀ ବୃଦ୍ଧି କରିବାରେ ଲାଗିଛି । ତେବେ ଏହାର କାରଣ ବୁଝିବାକୁ ଯାଇ ତାଙ୍କର ଏକ ନ୍ୟୁଜ ଚାନେଲ ତଥା ତାଙ୍କର ଗୁପ୍ତ ଲୋକ ମାନଙ୍କ ପାଖରୁ ଜଣା ପଡୁଛି । ଚୀନ ସରକାର ଜିନପିଙ୍ଗ ବର୍ତ୍ତମାନ ଭାରତ ଉପରେ ଆକ୍ରମଣ କରିବା ଉପରେ ଚିନ୍ତା କରୁଛନ୍ତି । ତେବେ ଏଭଳି ସ୍ଥଳେ ତାଙ୍କୁ ପାକିସ୍ତାନ ମଧ୍ୟ ସାହାଯ୍ୟ କରୁଥିବାର ଜଣାପଡୁଛି ।

 

 ତେବେ ଚୀନ ସରକାର ତାଙ୍କ ଆର୍ମି କୁ କହିଛନ୍ତି ଯେ ଯାହାବି ହେଉ ଏଥର ଲକ୍ଷ୍ୟଚୁତ ନହେବା ପାଇଁ । ତେବେ କେଉଁ କାମ ପାଇଁ ଲକ୍ଷ୍ୟ ରଖିବାକୁ କହିଛନ୍ତି ତାଙ୍କ ଆର୍ମି ଅଫିସର ମାନଙ୍କୁ ତାହାକୁ ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରିନାହାନ୍ତି। ତେବେ କିଛି ଦିନ ତଳେ ଭାରତ ଏବଂ ଚୀନ ମଧ୍ୟରେ ବିନା ଅସ୍ତ୍ରରେ ହୋଇଥିବା ଘଟଣା ବିଷୟରେ ଜାଣିଥିବେ । ତେବେ ଆଗକୁ କଣ ହେଉଛି ତାହା ଆଗକୁ ଜଣାପଡିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *