ଚୋରି କରୁ କରୁ ଧରା ପଡିଲେ ମହିଳା। ସି ସି ଟିଭି ରେ କେଦ ହେଲା ସବୁ କାରନାମା। ଚତୁରତା ସହିତ ଚୋରି କରିଲେ ମହିଳା। ଆସନ୍ତୁ ଜାଣିବା କଣ ଥିଲା ଘଟଣା….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚୋରି କରୁ କରୁ ଧରା ପଡିଲେ ମହିଳା। ସି ସି ଟିଭି ରେ କେଦ ହେଲା ସବୁ କାରନାମା। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭଗବାନ ଙ୍କ ଏକ ସୁନ୍ଦର ସୃଷ୍ଟି ହେଉଛି ମାନବ ସମାଜ। କୁହାଯାଏ ଅନେକ ତପସ୍ୟା ପରେ ମଣିଷ ଜନ୍ମ ମିଳିଥାଏ। ତେବେ ଏହି ମଣିଷ ଜନ୍ମ ର ସାର୍ଥକ ପାଇଁ କୁକର୍ମ କରିବା ଉଚିତ। ଏହାର ସଦୁପଯୋଗ  କରିବା ଉଚିତ। ମାତ୍ର ବର୍ତ୍ତମାନ ମଣିଷ ଏହାର ଦୁରୁପଯୋଗ କରୁଛି। ଅନେକ କଳା କାରନାମା କରୁଛି।ସାଧାରଣ ମଣିଷ ପାଇଁ ଖାଦ୍ୟ,ବସ୍ତ୍ର,ବାସଗୃହ ଏକାନ୍ତ ଆବଶ୍ୟକ।ମଣିଷ ଟିଏ ସମାଜରେ ବଞ୍ଚିବାକୁ ହେଲେ କିଛି ବ୍ୟବସାୟ କରିବା ଜରୁରୀ ଅଟେ।କାହିକିଁ ନା ଆୟ କଲେ ହିଁ ମଣିଷ ଖାଦ୍ୟ ପାଇପାରିବ।ବିନା ପରିଶ୍ରମରେ କେବେ ବି ମଣିଷ ସୁଖରେ ରହିପାରିବ ନାହିଁ।ବର୍ତ୍ତମାନ କଳୁଷିତ ସମାଜରେ ଚୋରି ଡକାୟତି ସାଧାରଣ କଥା ହେଇଗଲାଣି।ଦିନକୁ ଦିନ ଏସବୁ ଦ୍ରୁତ ଗତିରେ ବଢ଼ିବାରେ ଚାଲିଛି।ଏଭଳି ଅପନିନ୍ଦା କାର୍ଯ୍ୟ ଦ୍ଵାରା ସମାଜ କଳୁଷିତ ହୋଇଗଲାଣି। ଏଭଳି କାର୍ଯ୍ୟ ଦ୍ଵାରା ଦେଶ ସମାଜ ଓ ପରିବାର ଉପରେ କୁପ୍ରଭାବ ପକାଇ ଥାଏ।

 

ପୂର୍ବରୁ ଆପଣ ମାନେ ସୋସିଆଲ ମିଡିଆ ମାଧ୍ୟମ ରେ ହେଉ କିମ୍ବା ଟେଲିଭିଜନ ଜରିଆରେ ହେଇ ଅନେକ ଘଟଣା ଶୁଣିଥିବେ ବା ଦେଖିଥିବେ। ଚୋରି ଲୁଟେରା ଆଦି ଖବର ମଧ୍ୟ ଜାଣିଥିବେ।ତେବେ ଆଜି ଆପଣଙ୍କ ନିକଟ କୁ ଏକ ସେହିଭଳି ଖବର ନେଇ ଆସିଛୁ। ଚୋରି କରୁ କରୁ ଧରା ପଡ଼ିଥିଲେ ମହିଳା ।ସି ସି ଟିଭି ରେ ଫୁଟେଜ ଦେଖି ଜାଣିପାରିଲେ ଦୋକାନ ମାଲିକ। ଏତେ ଚତୁରତା ସହିତ ଚୋରି କରିଥିଲେ ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ସୋସିଆଲ ମିଡ଼ିଆରେ ଭାରିଆଲ ହୋଇଛି ଏହି ଭିଡ଼ିଓ। ଦୋକାନ ରେ ଘଟିଥିବା ସମସ୍ତ ଘଟଣା କୁ କେଦ କରି ଛାଡିଥିଲେ ଜଣେ ବ୍ୟକ୍ତି। ଘଟଣା ଟି ଏତେ ଉତ୍ତ୍ୟକ୍ତ ହୋଇ ଥିଲା ଯେ ଶେଷ ରେ ପୋଲିସ୍ ଆସିଥିଲେ। ତେବେ ଆସନ୍ତୁ ଜାଣିବା ପୁରା ଘଟଣା।

 

ତେବେ ଘଟଣା ଟି କେଉଁଠି ଘଟିଛି ତାହା ସଠିକ୍ ଭାବରେ ସୂଚନା ମିଳି ନାହି। ଏକ ଡ୍ରେସ୍ ଦୋକାନ ରେ ମହିଳା ଜଣଙ୍କ ଡ୍ରେସ୍ କିଣିବା ପାଇଁ ଆସିଥିଲେ। ମାତ୍ର ସେଠାରେ ଚତୁରତା ସହିତ ଚୋରି କରିଥିଲେ ମଧ୍ୟ ସି ସି  ଟିଭି ରେ ସବୁ କିଛି କେଦ ହୋଇଥିଲା। ସେହି ମହିଳା ଜଣଙ୍କ ପ୍ରଥମେ ଡ୍ରେସ୍ ରେ ଲାଗିଥିବା ଷ୍ଟକର୍ ଗୁଡ଼ିକୁ ପକେଟ୍ ରେ ପୁରାଇ ଡରେସ କୁ ବ୍ୟାଗ୍ ରେ ପୁରାଇ ଥିଲେ। ଏହାକୁ କିଛି ଜଣ ଦେଖି ତାଙ୍କୁ ଡ୍ରେସ ବାହାର କରିବା ପାଇଁ କହିଥିଲେ। ଅନେକ ପଚରା ଉଚରା ପରେ ସେ ସତ ନ ମାନି ବଦଳ ରେ ଧମକ ଦେଇ ପାଟି କରିଥିଲେ। ଆନେକ ବାହାନା କରି ଖସି ପଳାଇବାକୁ ଉଦ୍ୟମ ବ କରି ଥିଲେ। ମାତ୍ର ଲୋକ ତାଙ୍କୁ ଘେରି ରହି ଥିଲେ। ପରେ ପରିସ୍ଥିତି ସଙ୍ଗୀନ ହେବାରୁ ପୋଲିସ୍ କୁ ଡକା ଯାଇଥିଲା। ଦେଖନ୍ତୁ ଦର୍ଶକ ବନ୍ଧୁ ଜଣେ ଶିକ୍ଷିତ ମହିଳା ଏହି ଭଳି କାର୍ଯ୍ୟ କରିଲେ ସମାଜ ରେ ପରିସ୍ଥିତି କଣ ରହିବ। ସମାଜ ଉପରେ ଏହାର କି ପ୍ରଭାବ ପକାଇବ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *