ଛାତ୍ର କୁ ପ୍ରେମ କରି ଠକାମୀ ରେ ଶିକ୍ଷୟତ୍ରୀ । ଏମିତି କଲା ଛାତ୍ର ଦିଦି ଗଲେ ଥାନାକୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଜଣେ ଛାତ୍ର ନିଜ କଲେଜ ର ଜଣେ ଶିକ୍ଷୟତ୍ରୀ ଙ୍କ ସହ ସମ୍ପର୍କ ରଖି ଧୋକା ଦେବାକୁ ଚେଷ୍ଟା କରୁଥିବା ବେଳେ ଧରା ପଡ଼ିଥିଲେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନଙ୍କୁ କହିଦବାକୁ ଯାଉଛି ଯେ କିଭଳି ଭାବେ ଜଣେ ଛାତ୍ର ନିଜର ଶିକ୍ଷୟତ୍ରୀ ଅନିତିକ ସମ୍ପର୍କ ରଖି ସେକ୍ସ କରି ଛାଡି ଯାଇଥିଲା । ଉତ୍ତର ପ୍ରଦେଶର ରାମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ନିଜେ ପଢାଉଥିବା ସ୍କୁଲର ଜଣେ ଛାତ୍ରଙ୍କ ସହିତ ପ୍ରେମ ସମ୍ପର୍କ ପରେ ଧୋକାକୁ ନେଇ ଆଇନର ଆଶ୍ରୟ ନେଇଛନ୍ତି । 

 

ସୂଚନା ମୁତାବକ, ସ୍କୁଲରେ ପଢାଉଥିବା ଜଣେ ଶିକ୍ଷୟିତ୍ରୀଙ୍କର ଛାତ୍ରଙ୍କ ସହିତ ହିଁ ପ୍ରେମ ସମ୍ପର୍କ ଗଢିଉଠିଥିଲା ।  ଏହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବିବାହ ପାଇଁ ମନସ୍ତ କରିବା ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢିଉଠିଥିଲା । କିଛି ଦିନ ପରେ ଯୁବକ ଜଣକ ବିଦେଶ ଯିବାକୁ ବାହାରିଥିଲେ ।

 

ତେବେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ କରିବାକୁ ରାଜି ନହେବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ ପୀଡିତା ଶିକ୍ଷୟିତ୍ରୀ । ରାମପୁର ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ବିରୁଦ୍ଧରେ ଆଇପିସି ଧାରା ୩୭୬ ଆଧାରରେ ମାମଲା ରୁଜୁ କରିଛି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *