ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ଼ ଖବର। ପୁଣି ବଦଳିଲା ସ୍କୁଲ ଖୋଲିବାର ସମୟ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସ୍କୁଲ ଖୋଲିବା ର ସମୟ କେଉଁଦିନ ସ୍କୁଲ ଖୋଲିପାରେ ଏବଂ କେତେବେଳେ ପିଲାଙ୍କ କ୍ଲାସ ହେବ ସେ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଆପଣ ମାନଙ୍କୁ କହିଦେବାକୁ ଯାଉଛି ଯେ ସ୍କୁଲ ଖୋଲିବା ବିଷୟରେ । ତେବେ ଦୀର୍ଘ ୧୦ ମାସ ଧରି ସ୍କୁଲ ବନ୍ଦ ହୋଇ ଯାଇଛି । ତେବେ ପିଲା ମାନଙ୍କ ପାଠ ପଢ଼ାରେ ହେଉଛି ବହୁତ ଅସୁବିଧା । ତେବେ ଏହି ଅସୁବିଧା ସତ୍ତ୍ୱେ ମଧ୍ୟ ପିଲା ମାନେ ଅନଲାଇନ ସାହାଯ୍ୟରେ ପାଠ ପଢୁଥିଲେ । ତେବେ ଏହା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମ୍ଭବ ହୋଇ ପାରିନଥିଲା । 

 

ତେବେ ଗତ କିଛି ଦିନ ହେବ ସ୍କୁଲ ଖୋଲିଥିଲା । ଏହା ପରେ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟି ରେ ରଖି ସ୍କୁଲ ଖୋଲିବାର ସମୟ ରେ ପରିବର୍ତ୍ତନ ମଧ୍ୟ ହୋଇଥିଲା । କିନ୍ତୁ ପୁଣିଥରେ ଏହି ସମୟ କୁ ବଦଳା ଯାଇଛି । ତେବେ ବର୍ତ୍ତମାନ ନବମ ଏବଂ ଏକାଦଶ ଶ୍ରେଣୀ ର ପିଲା ମାନଙ୍କ ପାଇଁ ସ୍କୁଲ ଖୋଲିବାର ସମୟ ୭ ଟା ରୁ ୧୦ ଟା ହୋଇଥିବା ବେଳେ ଦଶମ ଏବଂ ଦ୍ୱାଦଶ ପିଲା ମାନଙ୍କ ପାଇଁ ସ୍କୁଲ ଖୋଲିବାର ସମୟ ୮ ଟା ରୁ ୧୨ ଟା ରହିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *