ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବଦଳି ଥିବା ସ୍କୁଲ ଖୋଲିବା ର ସମୟ ଏବଂ କେତେବେଳେ ପିଲାଙ୍କ କ୍ଲାସ ହେବ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ସମୟରେ ଆପଣ ମାନଙ୍କୁ କହିଦେବାକୁ ଯାଉଛି ଯେ ସ୍କୁଲ ଖୋଲିବା ବିଷୟରେ । ତେବେ ଦୀର୍ଘ ୧୦ ମାସ ଧରି ସ୍କୁଲ ବନ୍ଦ ହୋଇ ଯାଇଛି । ତେବେ ପିଲା ମାନଙ୍କ ପାଠ ପଢ଼ାରେ ହେଉଛି ବହୁତ ଅସୁବିଧା । ତେବେ ଏହି ଅସୁବିଧା ସତ୍ତ୍ୱେ ମଧ୍ୟ ପିଲା ମାନେ ଅନଲାଇନ ସାହାଯ୍ୟରେ ପାଠ ପଢୁଥିଲେ । ତେବେ ଏହା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମ୍ଭବ ହୋଇ ପାରିନଥିଲା ।
ତେବେ ଓଡିଶା ସରକାର କିଛି ଦିନ ହେବ ସ୍କୁଲ ଖୋଲିଥିଲେ । ତେବେ ଆଗାମୀ ସମୟରେ ଆସୁଥିବା ଗ୍ରୀଷ୍ମ ଦିନ କୁ ଦେଖି ଓଡିଶା ରିଲିଫ କମିଶନର ସମସ୍ତ ଜିଲ୍ଲା ଏବଂ ମୁନ୍ସୀପାଳ କମିଶନର ମାନକୁ ସ୍କୁଲ ଖୋଲିବାର ସମୟ ଏବଂ ପିଲା ମାନଙ୍କ ସମ୍ପୂର୍ଣ୍ଣ ପାଣି ଏବଂ ଓ,ଆରେ,ଏସ ପାଣି ପ୍ରସ୍ତୁତ ରଖିବା ପାଇଁ ସମସ୍ତ ବିଦ୍ୟାଳୟ ଙ୍କୁ ଚିଠି ଲେଖିଛନ୍ତି । ଏହା ସହିତ ରାଜ୍ୟ ସରକାର ନବମ ଏବଂ ଏକାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସକାଳ ୯ ରୁ ୧୧ ଏବଂ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ୯ ରୁ ୧ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।