ଜଗତର ନାଥ ଜଗନ୍ନାଥ ଦେଲେ ସଙ୍କେତ ମାଡ଼ିଆସୁଛି ବିପଦ । ପୁରୀ ମାଉସୀ ମା ମନ୍ଦିର ରୁ ଚୋରି , ତା ପରେ ଯାହା ହେଲା ଅବିଶ୍ଵସନୀୟ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ରାତି ରେ ଶ୍ରୀମନ୍ଦିର ନିକଟରେ ଥିବା ଜଗତର ନାଥ ଜଗନ୍ନାଥ ଙ୍କ ମାଉସୀ ମା ମନ୍ଦିର ରୁ କିଭଳି ଭାବେ ଚୋରି ହୋଇଛି ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଦୁନିଆରେ ପାପ ର ଭାର ଦିନ କୁ ଦିନ ବଢ଼ିବାରେ ଲାଗିଛି । ଲୋକମାନେ ଆଉ ଠାକୁର ବଡ଼ ସାନ ସଂସ୍କାର ଆଦି ସବୁ କିଛି ମାନୁ ନାହାନ୍ତି । ଶେଷ ଜଗନ୍ନାଥ ଙ୍କୁ ବି ଲୋକେ ଛାଡିଲେ ନାହିଁ । ତାଙ୍କୁ ନିଜର ପାପ ହସ୍ତ ରେ ତାଙ୍କ ଜିନିଷ ଉପରେ ମଧ୍ୟ ନଜର ପକାଇ ସେଥିରେ କଲାକନା ବୁଲାଇ ଦେଲେ । 

 

ଚୋରମାନେ ଶେଷ ରେ ଜଗତର ନାଥ ଜଗନ୍ନାଥ ମନ୍ଦିର ଙ୍କ ମାଉସୀ ମା ମନ୍ଦିର ରେ କଲକନା ବୁଲାଇ ରାତିକ ଭିତରେ ସମସ୍ତ ଟଙ୍କା ପଇସା ଚୋରି କରି ନେଇ ପଳାଇଲେ । ତେବେ ଚୋର ମାନେ ୪ ଟି ତାଲା ଭାଙ୍ଗି ମା ଙ୍କୁ ଦାନ ଦିଆ ଯାଇଥିବା ସମସ୍ତ ଟଙ୍କା କୁ ନେଇ ପଳାଇଛନ୍ତି । ତେବେ ପରଦିନ ଖବର ପ୍ରସାର ହେବା ପରେ ରାଜା ଜିଲ୍ଲା ପ୍ରଶାସନ କୁ ସତର୍କ ରହିବା ସହିତ ସିକ୍ୟୁରୁଟି ବ୍ୟବସ୍ଥା କୁ କଡାକଡି  କରିବା ପାଇଁ ନିର୍ଦେଶ ଦେଇଛନ୍ତି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *