ଜଗନ୍ନାଥ ମନ୍ଦିର ରେ ଭୟାବହ ଅଗ୍ନିକାଣ୍ଡ । ମାଡ଼ିଆସୁଛି ମହାବିପଦ । ଜଗନ୍ନାଥ ଦେଲେ ସୂଚନା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଜଗନ୍ନାଥ ମନ୍ଦିର ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯାହାକୁ ନେଇ ପୁରାଣ ବିତ ମାନେ ଏକ ମହାବିପଡ଼ ର ଆଶଙ୍କା କରିଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆଜି ସକାଳେ ନୟାଗଡ଼ ଜିଲ୍ଲା ର ଓଡ଼ଙ୍ଗ ବ୍ଲକ ଅନ୍ତର୍ଗତ କମଣ୍ଡ ଗ୍ରାମରେ ଥିବା ଡ଼ଙ୍ଗନାଥ ଗ୍ରାମ ରେ ଘଟିଛି ଏକ ଭୟା ବହ ଅଗ୍ନିକାଣ୍ଡ । ଯାହା ଏତେ ଭୟଙ୍କର ଥିଲା କି ଭଗବାନ ମଧ୍ୟ ଏଥିରେ ବହୁ ପରିମାଣରେ ଆଘାତ ପାଇଛନ୍ତି । ତେବେ ଓଡିଶା ର ଲୋକ ମାନଙ୍କ ମଧ୍ୟରେ ଏକ ପ୍ରଥା ଅଛି ଜଗନ୍ନାଥ ହେଉଛନ୍ତି ଜୀବିତ ଠାକୁର । 

 

ତେବେ ଯଦି ଜଗନ୍ନାଥ ଙ୍କ କିଛି ହୁଏ ତେବେ ଓଡିଶା ବାସୀ ମାନେ ଭାବନ୍ତି  ଜଗନ୍ନାଥ ଆସୁଥିବା ବିପଦ ରୁ କିଛି ମାତ୍ରାରେ ନିଜ ଆଡକୁ ନେଇଗଲେ । ତେବେ କିନ୍ତୁ ପୁରାଣବିତ ମାନଙ୍କ କହିବା କଥା ଅନୁସାରେ ଗ୍ରାମ କୁ ଏକ ବଡ଼ ବିପଦ ମାଡି ଆସୁଛି ଯାହା ସମସ୍ତଙ୍କ ପାଇଁ ଭୟଙ୍କର ହେବ । ତେବେ ଜଗନ୍ନାଥ କିଛି ମାତ୍ରାରେ ଏହି ଦୁଃଖ କୁ ନିଜ ଆଡକୁ ନେଇଗଲେ । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *