ଜଙ୍ଗଲ ଭିତରେ ରାସଲୀଳା ଭାଇରଲ ଭିଡ଼ିଓ । ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଫୁଣି ଏକ ଭିଡ଼ିଓ ଭାଇରଲ ହେଇଚି ପ୍ରେମୀ ଯୁଗଳ ଙ୍କ ର ଆସନ୍ତୁ ଦେଖିବା ଏହି ଭିଡ଼ିଓ । ଆପଣ ମାନେ ଜାଣିଥିବେ ସମୟ ସହିତ ଯୁବ ପିଢ଼ି ଙ୍କ ହିତା ହିତ ଜ୍ଞାନ ସବୁ ଚୁଲି କି ଗଲାଣି ଆଜି ଆମେ ଦେଖେଇବୁ ଏମିତି ଏକ ଭିଡ଼ିଓ ଯେଉଁ ଭିଡ଼ିଓ ରେ ଦେଖିବେ ରାସଲୀଳା କରୁଥିଲା ବେଳେ ଧରା ପଡିଗଲେ ପ୍ରେମୀ ଯୁଗଳ ଙ୍କ ରାସଲୀଳା । ଏହି ଭିଡ଼ିଓ ରେ ଆପଣ ଦେଖିବେ ପ୍ରେମୀ ଯୁଗଳ ଙ୍କୁ ରାସଲୀଳା ବେଳେ ଧରି ତାଙ୍କୁ ବହୁତ ହରକତ କରିଛନ୍ତି । ମାଡ଼ ମାରି ପଚାରିଛନ୍ତି କେଉଁଠି ତାଙ୍କ ଘର ….

ସେମାନେ ବହୁତ ନେହୁରା ହୋଇଛନ୍ତି ଛାଡିବା ପାଇଁ ହେଲେ ମଧ ସେ ଛାଡିନାହାନ୍ତିବ। ସେ ତାଙ୍କୁ ଧମକେଇଛନ୍ତି ଓ କେଉଁଠି ଘର ପଚାରିଛନ୍ତି ଯୁବକ ଉତ୍ତରରେ କହିଛି ଯେ ତା ଘର ମରିଆ ଓ ତାକୁ ଘର ଲୋକକୁ ଫୋନ ଲାଗେଇବାକୁ କହିଛନ୍ତି …ବହୁତ ହାଇରଣ କରିଛନ୍ତି ଓ ତାଙ୍କ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ କରିଛନ୍ତି । ଆସନ୍ତୁ ଦେଖିବା ଏହି ଭାଇରଲ ଭିଡ଼ିଓ ….ଆପଣ ମାନେ ଏହିପରି ଭିଡ଼ିଓ ବହୁତ ମାତ୍ରାରେ ଦେଖୁଥିବାରୁ ଆମେ ଏହି ଭିଡ଼ିଓ ନେଇ ଆସିଛୁ ଆପଣଙ୍କ ପାଇଁ ….

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *