ଜଙ୍ଗଲ ରେ ଖେଳ କରୁଥିଲେ ଭିଡ଼ିଓ ହେଲା ଭାଇରଲ । ଦେଖ ଏହି ଭିଡ଼ିଓ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ଯୁବତୀ ତାଙ୍କ ପ୍ରେମିକ ଙ୍କ ସହ ଜଙ୍ଗଲ କୁ ଯାଇ ଧରା ପଡିବା ପରେ ଗ୍ରାମ ବାସୀ ମାନଙ୍କ ଦ୍ୱାରା ଆକ୍ରୋସ ର ଶିକାର ହୋଇଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ହଁ ଆଜ୍ଞା ଆଜିକାଲି ର ପ୍ରେମୀ ଯୁଗଲ ମାନେ କେବଳ ଶରୀର ର ଭୋକଁ ମେଣ୍ଟା ଇବା ପାଇଁ ପ୍ରେମ କରୁଛନ୍ତି । କେବେ ହେଲେ ସେମାନେ ପ୍ରକୃତ ଭଲ ପାଇବା କଁ ଜାଣି ପାରୁନାହାନ୍ତି । ଯିଏ ପ୍ରକୃତ ଭଲ ପାଇଥାଏ ସେ କେବେ ହେଲେ ଅନ୍ୟ ର ଶରୀର ଉପରେ କେବେ ନଜର ପକାଏ ନାହିଁ । ସେ କେବଳ ଅନ୍ୟ ପ୍ରେମ ରେ ପଡ଼ିଯାଏ । ଭଲ ପାଇବା କେବଳ ଅନ୍ତରରୁ ହୋଇଥାଏ , ଶରୀର ରୁ ନୁହ୍ନେ । 

 

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଘଟଣା ଘୁରି ବୁଲୁଛି ଯେଉଁଥିରେ ଜଣେ ଝିଅ କୁ କିଛି ଯୁବକ ମାନେ ଟଣା ଓଟରା କରୁଛନ୍ତି । ତେବେ ଯୁବକ ମାନେ କରିଥିବା ଭିଡ଼ିଓ ରୁ ଏହା ଜଣା ପଡୁଛି କି ଏହି ଯୁବକ ମାନେ ସେହି ଜଙ୍ଗଲ ବାଟ ଦେଇ ଗଲା ବେଳେ ପ୍ରେମୀ ଯୁଗଳ ଦ୍ବୟ ଶାରୀରିକ ସମ୍ପର୍କରେ ଲିପ୍ତ ଥିଲେ । ଠିକ ସେହି ସମୟରେ ସେମାନେ ଯୁବକ ମାନଙ୍କ ହାତ ରେ ଧରା ପଡି ଆକ୍ରୋସ ର ଶିକାର ହୋଇଛନ୍ତି । ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *