ଜଙ୍ଗଲ ରେ ମଙ୍ଗଲ ଭିଡ଼ିଓ ଭାଇରଲ । ଦେଖନ୍ତୁ କେମିତି ଅବସ୍ଥା ରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ଯୁବତୀ ତାଙ୍କ ପ୍ରେମିକ ଙ୍କ ସହ ଜଙ୍ଗଲ କୁ ଯାଇ ଧରା ପଡିବା ପରେ ଗ୍ରାମ ବାସୀ ମାନଙ୍କ ଦ୍ୱାରା ଆକ୍ରୋସ ର ଶିକାର ହୋଇଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ହଁ ଆଜ୍ଞା ଆଜିକାଲି ର ପ୍ରେମୀ ଯୁଗଲ ମାନେ କେବଳ ଶରୀର ର ଭୋକ ମେଣ୍ଟା ଇବା ପାଇଁ ପ୍ରେମ କରୁଛନ୍ତି । କେବେ ହେଲେ ସେମାନେ ପ୍ରକୃତ ଭଲ ପାଇବା କଁ ଜାଣି ପାରୁନାହାନ୍ତି । ଯିଏ ପ୍ରକୃତ ଭଲ ପାଇଥାଏ ସେ କେବେ ହେଲେ ଅନ୍ୟ ର ଶରୀର ଉପରେ କେବେ ନଜର ପକାଏ ନାହିଁ । ସେ କେବଳ ଅନ୍ୟ ପ୍ରେମ ରେ ପଡ଼ିଯାଏ । ଭଲ ପାଇବା କେବଳ ଅନ୍ତରରୁ ହୋଇଥାଏ , ଶରୀର ରୁ ନୁହ୍ନେ । 

 

ସେହିପରି ଏକ ଘଟଣା  ଛତିଶଗଡ଼ ରେ ଦେଖିବାକୁ ମିଳିଛି ଯେଉଁଥିରେ ପ୍ରେମୀଯୁଗଲ ଦୁୟ ପ୍ରେମ ର ଅନ୍ତରଙ୍ଗ ମୁହୂର୍ତ୍ତ ଅତିବାହିତ କରିବା ପାଇଁ ଜଙ୍ଗଲ ରେ ଥିବା ମକା ଗଛ ଭିତରେ ପସିଥିଲେ  ଏବଂ ସେ ସେଠାରେ ଥିବା  ସମୟ ରେ ସ୍ଥାନୀୟ ଗ୍ରାମ ଵାସୀ ମାନଙ୍କ ହାତରେ ଧରା ପଡ଼ିଥିଲେ । ଯାହା ଫଳରେ ଗ୍ରାମ ର ପିଲା ମାନେ ଝିଅ ସହ ଅସଦାଚରଣ କରିବା ସହ ବହୁ ପ୍ରଶ୍ନ ତାଙ୍କୁ ପଚାରିଛନ୍ତି । ଏବଂ ତାଙ୍କୁ ଗାଁ ଦାଣ୍ଡ ରେ ଏକ ଦଉଡି ରେ ବାନ୍ଧି ବସାଆଇ ଦେଇଛନ୍ତି ।

 

ଯାହା ଫଳରେ ସେ ତାଙ୍କ ଟଣା ଓଟରା କରିଛନ୍ତି ଯାହା ଆପଣ ଏହି ଭିଡ଼ିଓ ରେ ଦେଖିବାକୁ ପାଇବେ । ଏହାଛଡା ଏକ ସ୍କୁଲ ର ଛାତ୍ର ଛାତ୍ରୀ ମଧ୍ୟ ଜଙ୍ଗଲ ଭିତରେ କାଣ୍ଡ କରୁଥିଲେ । ଜାହାକୁ ଗ୍ରାମ ଵାସୀ ମାନେ ଧରିବା ସହିତ ସେମାନଙ୍କୁ ଏକ ଦଉଡି ରେ ବନ୍ଧା ହୋଇଥିବାର ଆପଣ ଦେଖିବାକୁ ପାଇବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *