ଜାଣନ୍ତୁ ଅରିନ୍ଦମ ରାୟ ଏବଂ ତାଙ୍କ ପତ୍ନୀ ଅନୁପା ଙ୍କ ପରିବାର ସମ୍ପର୍କରେ ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ର ସୁପର ଷ୍ଟାର ଅରିନ୍ଦମ ରାୟ ଏବଂ ତାଙ୍କ ପତ୍ନୀ ଅନୁପା ଙ୍କ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଅରିନ୍ଦମ ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ସେ ନିଜର ଆକ୍ଟିଙ୍ଗ ନିଜ ବଡି ଏବଂ ତାଙ୍କ ଷ୍ଟାଇଲ ପାଇଁ ଓଡ଼ିଶାରେ ଘରେ ଘରେ ପରିଚିତ । ତେବେ ସେ ଓଡ଼ିଶାର ଜଣେ ନାମିଦାମୀ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ଭଉଣୀ ଅନୁପା ଦାସ ଙ୍କୁ ବିବାହ କରିଥିଲେ । ତେବେ ସେ ଦୁହିଁ ଜଣ ବର୍ତ୍ତମାନ ବହୁ ଖୁସି ରେ ରହୁଥିବା ବେଳେ ତାଙ୍କର ଏକ ଝିଅ ଟିଏ ଅଛି । 

 

ତେବେ ସେ ନିଜର ମଧ୍ୟ ଏକ ପ୍ରଡକ୍ସନ ହାଉସ ମଧ୍ୟ ଅଛି । ଯେଉଁଥିରେ ସେମାନେ ନିଜର ଫ୍ଲିମ ମଧ୍ୟ କରୁଛନ୍ତି । ଏହା ସହ ଅରିନ୍ଦମ ଆଗକୁ ବର୍ଷା ଙ୍କ ସହ ଏକ ଫ୍ଲିମ କରିବାର ସୂଚନା  ମିଳିଥିବା ବେଳେ ତାହାର ସମ୍ପୂର୍ଣ୍ଣ ବିବରଣୀ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ । ତେବେ ଯଦି ଆପଣଙ୍କୁ ଅରିନ୍ଦମ ଭଲ ଲାଗନ୍ତି ତେବେ ନସ୍ଚୟ କମେଣ୍ଟ କରି ଜଣାଇବେ ।  

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *