ଜାଣନ୍ତୁ ଆଜିକାଲି ର ଖାଦ୍ୟ ଶୈଳୀ ଲିଭର ଉପରେ କି ପ୍ରଭାବ ପକାଇ ପାରେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଆଜିକାଲି ର ଖାଦ୍ୟ ଶୈଳୀ ସମ୍ପର୍କରେ ଯାହା ଲିଭର ଉପରେ ଅତ୍ୟଧିକ ପ୍ରଭାଵ ପକାଇଥାଏ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆମ୍ଭ ଶରୀର ରେ ଲିଭର ଶରୀର ରୁ ଖରାପ ପଦାର୍ଥ ସଫା କରିବା ସହ ଖରାପ ଖାଦ୍ୟ ଯାହା ଆମ୍ଭ ଶରୀର ପାଇଁ ଉପଯୋଗୀ ନୁହେଁ ତାହାକୁ ପରିସ୍ରା କିମ୍ବା ଝାଡା ଆକାର ରେ ଶରୀର ରୁ ବାହାର କରିଦେଇଥାଏ । ତେବେ ଏହା କେତେ ଦୂର ଶରୀର ପାଇଁ କାମ କରିବ ଏହା ଆମ୍ଭ ଉପରେ ନିର୍ଭର କରିଥାଏ । ଏହା କହିବାର କାରଣ ହେଲା ଆମ୍ଭେ କେଉଁ ପ୍ରକାର ର ଜିନିଷ ଖାଉଛନ୍ତି ।ଏହା ଆମ୍ଭ ଶରୀର ପାଇଁ ପ୍ରକୃତ ରେ ଭଲ କି ନାହିଁ । 

 

ତାହା ଆମ୍ଭ ଉପରେ ନିର୍ଭର  କରେ । ତେବେ ଯଦି ଆମ୍ଭେ ତେଲିଆ , ସଫ୍ଟ ଡ୍ରିଙ୍କ , ଜଙ୍କ ଫୁଡ଼ ଆଦିର ସେବନ ପ୍ରଚୁର ମାତ୍ରା ରେ କରୁଥାନ୍ତି । ତେବେ ଆମ୍ଭ ଲିଭର ବହୁତ ଜଲଦି ନଷ୍ଟ ହୋଇଯିବ । ଏହାର କାରଣ ହେଲା ଶରୀର ରେ ଚର୍ବି ର ବୃଦ୍ଧି ହେବ ଯାହା ଲିଭର କୁ ଚାପି ଦେଇ ସଙ୍କୁଚିତ କରିଦବ ଯାହା ଫଳରେ ଲିଭର ସଠିକ ଭାବେ କାର୍ଯ୍ୟ କରିପାରିବ  ନାହିଁ ।ସେଥିପାଇଁ ଲିଭର ର ଧ୍ୟାନ ନେବା ନିତ୍ୟାନ୍ତ ଆଵଶ୍ୟକ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *