ଜାଣନ୍ତୁ ଆଜିର ଅନୁଚିନ୍ତା,ଏବଂ କରନ୍ତୁ ଏହି ସବୁ କାର୍ଯ୍ୟ । ଘରେ ସମସ୍ତଙ୍କର ମଙ୍ଗଳ ହେବ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆପଣ ଏହି ସବୁ ଅନୁଚିନ୍ତା ମାନିବା ଦ୍ୱାରା  ଘର ର ସମସ୍ତ ଙ୍କ ର ମଙ୍ଗଳ ହେବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆଜି ଆମ୍ଭେ ଆପଣଙ୍କୁ ଏଭଳି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ପାଳନ କଲେ ଆପଣ ତଥା ପରିବାର ର ମଙ୍ଗଳ ହେବ । ତେବେ ଏଭଳି କିଛି ରହସ୍ୟ ବିଷୟରେ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ।  

(୧) ଚାନ୍ଦି ରେ ମୁଦି କରି କାଣି ଆଙ୍ଗୁଳିରେ ପିନ୍ଧିଲେ କାର୍ଯ୍ୟରେ ସଫଳତା ମିଳିବ ।

(୨)ଲୁଣ କୁ କେବେହେଲେ ତଳେ କିମ୍ବା ଵସ୍ତ୍ର ରେ ପୋଛିବା ଉଚିତ ନୁହେଁ । 

(୩)ଭୁଲ ରେ କେବେହେଲେ ମଙ୍ଗଳବାର ଦିନ କେବେ କାହାଠାରୁ ଧାର ଆଣନ୍ତୁ ନାହିଁ । କି ମଙ୍ଗଳବାର ଦିନ କେବେ ହେଲେ ବି କୌଣସି ନୂତନ ଦ୍ରବ୍ୟ ଘରକୁ ଆଣନ୍ତୁ ନାହିଁ। 

 

(୪)ପୁରୁଷ ଙ୍କର ଡାହାଣ ଏବଂ ନାରୀ ମାନଙ୍କ ର ବାମ ହାତ କୁଣ୍ଡାଇ ହେଲେ ଶୁଭ ବୋଲି ମନା ଯାଇଥାଏ ।

(୫) ଚର୍ମରୋଗ ଥିଲେ ମଙ୍ଗଳବାର ଦିନ ଗାଧୋଇ ସାରି ମାଟି ଥିବା ସ୍ଥାନ କୁ ମୁଣ୍ଡିଆ ମାରିଲେ ଆପଣଙ୍କ ର ଚର୍ମରୋଗ ଭଲ ହୋଇଯାଇଥାଏ  ।

(୬) ଘର ର ଦ୍ୱାର ଦେଶକୁ ସବୁବେଳେ ସଫା ରଖିବା ସହ ଏହାକୁ ପ୍ରତିଦିନ ସକାଳୁ ଗାଧୋଇ ସାରିବା ପରେ ଗଙ୍ଗା ପାଣି କୁ ଏକ ଦୁବ ଘାସ ସାହାଯ୍ୟ ରେ ସିଞ୍ଚନ କରନ୍ତୁ  ।

 

(୭)ଉଭୟ ନାରୀ ଏବଂ ପୁରୁଷ ଗାଧୋଇ ସାରି କେବେହଲେ ତେଲ ସ୍ପର୍ଶ କରିବେ ନାହିଁ କି ମୁଢି ଖାଇବେ ନାହିଁ । 

(୮) ଭାତ କିମ୍ବା ରୁଟି ଖାଇ ସାରିବା ପରେ କେବେହେଲେ ଭାତ କିମ୍ବା ରୁଟି ରଖିବା ସ୍ଥାନ କୁ ଖାଲି କରନ୍ତୁ ନାହିଁ । ଖାଲି କରିବା ଦ୍ୱାରା ଘରେ ସବୁବେଳେ ଅଭାବ ଲାଗିରହିଥାଏ । 

(୯)ଵାସନ ମାଜିଲା ବେଳେ ବାସନ ର ଶବ୍ଦ କିମ୍ବା ନାରୀ ମନଙ୍କ ଚୁଡି ଙ୍କ ର ଶବ୍ଦ ନହେବା ଟା ଭଲ ଅଟେ ।

(୧୦) ପୂଜା କଲାବେଳେ ଯଦି କୌଣସି ଅତିଥି ଆସନ୍ତି,କିମ୍ବା ଝିଟିପିଟି ଶବ୍ଦ କରେ ତେବେ ଜାଣିବେ ଯେ ଆପଣଙ୍କ ର ସେବୀ ଦିନ ଟି ମଙ୍ଗଳମୟ ହେବ। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *