ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆପଣ ଏହି ସବୁ ଅନୁଚିନ୍ତା ମାନିବା ଦ୍ୱାରା ଘର ର ସମସ୍ତ ଙ୍କ ର ମଙ୍ଗଳ ହବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆଜି ଆମ୍ଭେ ଆପଣଙ୍କୁ ଏଭଳି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆଙ ପାଳନ କଲେ ଆପଣ ତଥା ପରିବାର ର ମଙ୍ଗଳ ହେବ । ତେବେ ଏଭଳି କିଛି ରହସ୍ୟ ବିଷୟରେ ମୁଁ ଆପଣଙ୍କୁ କହିବାକୁ ଯାଉଛୁ।
(୧) ଭୁଲ ରେ କେବେହେଲେ ମଙ୍ଗଳବାର ଦିନ କେବେ କାହାଠାରୁ ଧାର ଆଣନ୍ତୁ ନାହିଁ । କି ମଙ୍ଗଳବାର ଦିନ କେବେ ହେଲେ ବି କୌଣସି ନୂତନ ଦ୍ରବ୍ୟ ଘରକୁ ଆଣନ୍ତୁ ନାହିଁ।
(୨) ଘର ର ଦ୍ୱାର ଦେଶକୁ ସବୁବେଳେ ସଫା ରଖିବା ସହ ଏହାକୁ ପ୍ରତିଦିନ ସକାଳୁ ଗାଧୋଇ ସାରିବା ପରେ ଗଙ୍ଗା ପାଣି କୁ ଏକ ଦୁବ ଘାସ ସାହାଯ୍ୟ ରେ ସିଞ୍ଚନ କରନ୍ତୁ ।
(୩) ପୂଜା କଲାବେଳେ ଯଦି କୌଣସି ଅତିଥି ଆସନ୍ତି,କିମ୍ବା ଝିଟିପିଟି ଶବ୍ଦ କରେ ତେବେ ଜାଣିବେ ଯେ ଆପଣଙ୍କ ର ସେବୀ ଦିନ ଟି ମଙ୍ଗଳମୟ ହେବ।
(୪) ଭାତ କିମ୍ବା ରୁଟି ଖାଇ ସାରିବା ପରେ କେବେହେଲେ ଭାତ କିମ୍ବା ରୁଟି ରଖିବା ସ୍ଥାନ କୁ ଖାଲି କରନ୍ତୁ ନାହିଁ । ଖାଲି କରିବା ଦ୍ୱାରା ଘରେ ସବୁବେଳେ ଅଭାବ ଲାଗିରହିଥାଏ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।