ଜାଣନ୍ତୁ ଏକ୍ସପଟ ଟିପ୍ସ । ଯଦି ଆପଣ ବହାଘର ପରେ ପ୍ରଥମ ଥର ପାଇଁ ସେକ୍ସ କରୁଛନ୍ତି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଆପଣ ନ୍କ ର ପାର୍ଟନର ଙ୍କ ସହ କେତେ ବେଳେ ଓ କେତେଥର ସମ୍ପର୍କ ରଖିବା କଥା ।  ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ବିବାହ ପରେ ସମ୍ପର୍କ ଏକ ସାଧାରଣ କଥା । 

 

କେତେଥର ଓ କେତେବେଳେ ସମ୍ପର୍କ ରଖିବା ତାହା ଆମ୍ଭେ ମାନେ ଆପଣ ଙ୍କୁ ଜଣାଇବାକୁ ଯାଉଛୁ । ତେବେ ସର୍ବପ୍ରଥମେ ଆପଣ ମାନେ ସକାଳୁ ଉଠିବ ପରେ ମାନେ ଭୋର ସମୟ ରେ ସେକ୍ସ କିମ୍ବା ସମ୍ଭୋଗ କଲେ ଆପଣ ତଥା ଆପଣଙ୍କ ସହଧର୍ମୁନି ଙ୍କ ମନ ପୂର୍ଣ ହୋଇଥାଏ । ତଥା ଦିନ ଯାକ ର ଥକା ପଣ ଦୂର ହୋଇଯାଇଥାଏ । ସକାଳୁ ସମ୍ଭୋଗ କରିବା ଦ୍ୱାରା ଆପଣଙ୍କ ଶରୀରେ ଅକ୍ସିଟୋସିନ ହରମୋନ ଝରିଥାଏ ଓ ଆପଣ ଆପଣଙ୍କ ଦୁଇଜଣଙ୍କୁ ଲାଗେ ଯେପରି ଆପଣ ନିଜେ ନିଜ ପାର୍ଶ୍ୱରେ ଅଛନ୍ତି ବୋଲି । 

 

ଅତ୍ୟଧିକ ଗରମ ବା ଅସହ୍ୟ ଗରମ ସମୟ ରେ ଆପଣ ନିଜ ସାଥି ସହିତ ସମ୍ପର୍କ ରଖିବା ଉଚିତ ନୁହେଁ । ଏହା ଦ୍ୱାରା ଆପଣ କ୍ଳାନ୍ତ ଅନୁଭବ କରିବେ । ମାସିକ ଋତୁସ୍ରାବର ୧୪ ଦିନ ପରେ ଆପଣଙ୍କୁ ସମ୍ଭୋଗ କରିବା ଉଚିତ ।  ଵିଵାହ ପରେ ସଂଗେ ସଂଗେ ସେକ୍ସ କରିବା ଅନୁଚିତ । ପ୍ରଥମେ ଆପଣ ମାନେ ତାଙ୍କୁ ଭଲ ଭାବେ ଜାଣି ସାରନ୍ତୁ । ତାପରେ ଆପନ ମାନେ ତାଙ୍କ ସହ ସେକ୍ସ କରି ପାରିବେ । ଦୟାକରି କେବେ ହେଲେ ଜୋର ଜବରଦସ୍ତ ସେକ୍ସ କରନ୍ତୁ ନାହିଁ । 

 

ଯାହା ଫଳରେ ଝଗଡା ଆରମ୍ଭ ହୋଇଯାଇଥାଏ। ତେବେ ସମ୍ଭୋଗ ପାଇଁ କୌଣସି  ନିର୍ଦ୍ଦିଷ୍ଟ ସମୟ ନଥାଏ ତେବେ ଏହା କୁ କରିବା ର ସଠିକ ଉପାୟ ମାନ ହେଲା । ସକାଳ ୩ ଟା ପରେ ସେକ୍ସ କରିବା ଦରକାର । ୩୦ ବର୍ଷ ପରେ ଏହି ଯୌନ ଇଚ୍ଛା ସକାଳୁ ହୋଇଥାଏ । ବିବାହ ପରେ ସପ୍ତାହ କୁ 2-3 ଥର ଏବଂ ମାସକୁ 6 ଥର ହିଁ ସେ-କ୍ସ କରିବା ଉଚିତ ।  କାରଣ ଥରକ ରେ ଯେତିକି ବୀର୍ଯ୍ୟ ନଷ୍ଟ ହୁଏ ତାହା ଭରଣ ହେବାପାଇଁ 36 ଦିନ ସମୟ ଲାଗିଥାଏ ।  

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *